କନ୍ଦାଇଲାଣି ପିଆଜ ଓ ପନିପରିବା। ବଜାରରେ ଯାହାକୁ ଛୁଇଁଲେ ୬୦। କିଛି ପରିବାର ଦାମ୍ ୮୦ ପାର କଲାଣି। ସପ୍ତାହକ ଭିତରେ ୨୦ ଟଙ୍କା ବଢିଲାଣି ପିଆଜ ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

International
ଭାରତ ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ଲଢ଼ି ପାରିବ କି ପାକିସ୍ତାନ?
ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ନାହିଁ। ଆଇଏମ୍ଏଫଠାରୁ ୭ ବିଲିୟନ ଡଲାରର ପାଣ୍ଠି ପାଇବା ପରେ ଏହାର ଆର୍ଥିକ ସ୍ଥିତିରେ ମଧ୍ୟମ ଧରଣର ଉନ୍ନତି ଆସୁଥିଲା। କିନ୍ତୁ ବର୍ତ୍ତମାନ ଏହାର ଆର୍ଥିକ ସ୍ଥିତି ଅସୁରକ୍ଷିତ ଓ ଅନିଶ୍ଚିତତା ଦେଇ ଗତି କରୁଛି।

Business
ଗୁଡବାଏ ଚାଇନା, ନମସ୍ତେ ଇଣ୍ଡିଆ!
ଟ୍ରମ୍ପ ପ୍ରଶାସନ ଚାଇନା ଦ୍ରବ୍ୟ ଉପରେ ୨୪୫% ଟାରିଫ ଲାଗାଇବାରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଅବଶ୍ୟ ଚାଇନାରୁ ଆସୁଥିବା ଆଇଟି ହାର୍ଡୱେୟାରକୁ ଟ୍ରମ୍ପ ପ୍ରଶାସନ ଟାରିଫ ମୁକ୍ତ ରଖିଛନ୍ତି।

Business
ରେପୋ ରେଟ୍କୁ ଦ୍ୱିତୀୟ ଥର ପାଇଁ ହ୍ରାସ କଲା RBI, ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ?
୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ।

Business
କିଛି ସେକେଣ୍ଡରେ ୨୦ ଲକ୍ଷ କୋଟି ସ୍ୱାହା, ଶେୟାର ବଜାରରେ ହାହାକାର: କାହିଁକି ଏମିତି ହେଉଛି?
୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି।

National
ଉପକୂଳରେ ଚଳାଳଚ କରିବ ଜାହାଜ, ବିଲ୍ ଗୃହୀତ
ଲୋକସଭାରେ ଉପକୂଳ ଜାହାଜ ଚଳାଚଳ ବିଲ୍ ଗୃହୀତ ହୋଇଯାଇଛି। ଏହା ଉପକୂଳ ବାଣିଜ୍ୟ ପାଇଁ ଏକ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପାଇଁ ପଥ ପରିଷ୍କାର କରିଛି।