ଯିଏ ଲାଞ୍ଚ ନେବ, ସିଏ ଯିବ । ବାହାରେ ଛକିଛି ଭିଜିଲାନ୍ସ। ଖଣ୍ଡଗିରିରୁ ଆରମ୍ଭ ହୋଇଛି ଅଭିଯାନ। ବାକି ସମସ୍ତେ ହୁଅନ୍ତୁ ସାବଧାନ। ଢୋଲ ଭିତରେ ମୂଷା ଭଳି ରହିଥିବା ନିଜ ବିଭାଗୀୟ ବାବୁମାନଙ୍କ ପାଇଁ ଏଭଳି କଡ଼ା ଚେତାବନୀ ଶୁଣାଇ ଏବେ ଆକ୍ସନ ମୁଡରେ ରାଜସ୍ୱ ମନ୍ତ୍ରୀ। ଆଉ ତାର ତାଜା ଉଦାହରଣ, ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସର କନିଷ୍ଠ କିରାଣି ଦେବଯାନୀ କର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମହଙ୍ଗା ପଡ଼ୁଛି ପ୍ରେମ: ନିଲମ୍ବିତ ଆଇପିଏସଙ୍କ ନିଲମ୍ବନ ଅବଧି ପୁଣି ବଢ଼ିଲା
ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରିଭ୍ୟୁ କମିଟିର ସୁପାରିଶ ଆଧାରରେ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ଆଉ ୬୦ଦିନ ବୃଦ୍ଧି ପାଇ ସରକାର ନିଷ୍ପତ୍ତି ନେଇଛନ୍ତି ।
Crime
କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ?
ଯୁବତୀ ଜଣଙ୍କ କାହିଁକି ଏମିତି କଲେ?
Crime
ପତ୍ନୀଙ୍କୁ ମାରି ପ୍ରେସର କୁକରରେ ସିଝାଇବା ଘଟଣା ଓଡ଼ିଶାର ସୋମନାଥଙ୍କ କଥା ମନେ ପକାଇ ଦେଲା
ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।
Crime
ନବ ହତ୍ୟା ପଛରେ କୋଇଲା ଟ୍ରାନ୍ସପୋର୍ଟ ମାଫିଆ, ତତକାଳୀନ ଜିଲ୍ଲାପାଳ ଓ ଏସପି ସବୁ ଜାଣନ୍ତି: ସାଲୁଜା
ନବଙ୍କ ହତ୍ୟାକାରୀ ପୁଲିସ ଏଏସଆଇ ଗୋପାଳ ଦାସ ଗିରଫ ହୋଇଛନ୍ତି। କିନ୍ତୁ ସେ କାହିଁକି ଏହି ହତ୍ୟା କଲେ ତା’ର ରହସ୍ୟଭେଦ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇପାରିନି । ଏପରିକି ହତ୍ୟା ପଛର ଯେଉଁସବୁ କାରଣ ଗୋପାଳ ଦେଉଛି ତାକୁ ନେଇ ସନ୍ତୁଷ୍ଟ ନଥିବା ଖୋଦ୍ ତଦନ୍ତକାରୀ ଅଫିସର କୋର୍ଟରେ ସ୍ୱୀକାର ମଧ୍ୟ କରିଛନ୍ତି ।
Crime
୨୪ ବର୍ଷୀୟ ଯୁବତୀଙ୍କୁ ଫାଶୀ ଦଣ୍ଡ, ପ୍ରେମିକଙ୍କୁ ଘରକୁ ଡାକି କରିଥିଲେ ଏମିତି କାମ
ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।