ଗଜପତି ଜିଲ୍ଲା ଅଡ଼ବା ଥାନା ଆରୁମପେଟା ଜଙ୍ଗଲରୁ ୯ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ।
Also Read
ମାଫିଆମାନେ ଚାଲାଣ କରିବା ପାଇଁ ଜଙ୍ଗଲ ଭିତରେ ଗଚ୍ଛିତ କରି ରଖିଥିଲେ ଗଞ୍ଜେଇ। ସୁବିଧା ସୁଯୋଗ ଦେଖି ସେହି ସବୁ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତେ। ହେଲେ ତା ପୂର୍ବରୁ ମାଫିଆଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ପୁଲିସ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଜଙ୍ଗଲରେ ଚଢାଉ କରିଥିଲା। ଚଢାଉ ବେଳେ ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ବେଳେ ଘଟଣା ସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିଲେ। ପୁଲିସ ଏନେଇ କିଛି ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶ୍ୱଶୁର ଘରେ ସ୍ତ୍ରୀଙ୍କ ଗଳା କାଟିଲା ସ୍ୱାମୀ
ପତ୍ନୀ ବାପ ଘରକୁ ଗଲା ପରେ ସମ୍ପୂର୍ଣ୍ଣ ଏକ ଘରିଆ ହୋଇପଡ଼ିଥିଲେ ବିରଞ୍ଚି। ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ନାନା ସନ୍ଦେହ ବିରଞ୍ଚିଙ୍କ ମନ ଭିତରେ ଘର କରୁଥିଲା। ଆଜି ସନ୍ଧ୍ୟା ବେଳେ ବିରଞ୍ଚିଙ୍କ ମନରେ ଉଠିଥିବା ସନ୍ଦେହର ନିଆଁ ବିସ୍ଫୋରକ ରୂପ ନେଇଥିଲା।
Crime
ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ!
ଗାଁ ମୁଣ୍ଡରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଜି ସକାଳେ ଗାଁ ଲୋକେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବେତନଟୀ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହ ଜବତ କରିଛି।
Crime
ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ମୃତଦେହ ରାସ୍ତାକଡ଼କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
Crime
ଫେରାର ଥିଲେ ମହାବଳ ବାଘ ଶିକାରୀ, ମାଡ଼ି ବସିଲା ବନ ବିଭାଗ
ପ୍ରାୟ ଅଢେଇ ବର୍ଷ ତଳେ ମହାତୋ କିସ୍କୁଙ୍କଠାରୁ ମହାବଳ ବାଘ ଚମଡ଼ାକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା। ମାତ୍ର ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ।
Crime
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ପ୍ରସନ୍ନ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ହେଲେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ କନିଷ୍ଠ ଯନ୍ତ୍ରୀ।