ଗାଈ ମକା ଖାଇବାରୁ ଛାତିକୁ ଗୁଳି

  • Published: Sunday, 27 August 2023
  • , Updated: 27 August 2023, 12:37 PM IST

ମକା ଫସଲ ଗୋରୁ ଖାଇଦେଲା ବୋଲି ଦିନ ଦ୍ବିପହରେ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଖାରିଗୁଡ଼ା ଗାଁରେ ଦେଖିବାକୁ ମିଳିଛି ! ଆଉ ହତ୍ୟାର ଶିକାର ହୋଇଛନ୍ତି, ସେହି ଗାଁର ମାଦି ପଡ୍ରା । 

Related story