ନାଳରେ ପଡ଼ିଥିଲା ମୃତଦେହ, ଗଛରୁ ଝୁଲିଥିବା ରଶିରେ ବନ୍ଧା ଯାଇଥିଲା ତାଙ୍କ ବେକ

ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ।

Priyaranjan Dhala PhotoOR

ପ୍ରିୟରଞ୍ଜନ ଧଳ ଓ ତାଙ୍କ ମୃତଶରୀରର ବେକରେ ବନ୍ଧା ଯାଇଥିବା ପ୍ଲାଷ୍ଟିକ ରଶି

Jitendra Garnayak
  • Published: Sunday, 01 October 2023
  • Updated: 01 October 2023, 10:19 AM IST

Sports

Latest News

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟ ନିକଟସ୍ଥ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବେକରେ ଏକ ପ୍ଲାଷ୍ଟିକ୍ ରଶି ବନ୍ଧା ଯାଇଥିଲା। ଆଉ ସେହି ରଶିର ଅନ୍ୟ ପାର୍ଶ୍ୱକୁ ଏକ ଗଛରେ ବନ୍ଧା ଯାଇଥିଲା।

ମୃତ ଯୁବକଙ୍କ ନାଁ ପ୍ରିୟରଞ୍ଜନ ଧଳ। ତାଙ୍କ ଘର ଓଳେଇ ଗାଁରେ। ସେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

Also Read

ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଇଛି। ତଦନ୍ତ ପରେ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବିଞ୍ଝାରପୁର ଥାନା ଅଧିକାରୀ କହିଛନ୍ତି।

ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ପ୍ରିୟରଞ୍ଜନ ଧଳଙ୍କ ଦାଦା ଦେବେନ୍ଦ୍ର ଧଳ କହିଛନ୍ତି, ଗତକାଲି ରାତିରେ ସେ (ପ୍ରିୟରଞ୍ଜନ) ଘରକୁ ଫେରି ନଥିଲେ। ତାଙ୍କୁ ଏକାଧିକ ଲୋକ ମିଶି ହତ୍ୟା କରିଥିବା ଜଣାପଡ଼ୁଛି। ପରିବାରରେ କିଛି ଗଣ୍ଡଗୋଳ ନଥିଲା।

ଯାଜପୁରର ସଞ୍ଜୀବ ନାୟକଙ୍କ ରିପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story