ମଦୁଆଙ୍କୁ ଚକ୍ମା ଦେଲେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ। ଅସଲି କହି ବିକୁଥିଲେ ନକଲି ମଦ। ଆଉ ରାଜଧାନୀ ଭୁବନେଶ୍ୱରର ମଦୁଆ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ଚାଖଣା ସହିତ ଢକଢକ କରି ପିଇ ଯାଉଥିଲେ। ହେଲେ ଆଜି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀରୁ ନକଲି ମଦ ମିଳିବା ପରେ ମଦୁଆଙ୍କ ଅକଲ ଗୁଡୁମ୍ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପୂରା ଦରକାର, ଅଧାରେ କାମ ହେବନି; ଦ୍ୱିତୀୟ କିସ୍ତି ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଶ୍ରୀ ସିଂହଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Crime
କଟକରେ ବନ୍ଧୁକ ଦେଖାଇ ଚେନ୍ ଲୁଟ୍ ଉଦ୍ୟମ, ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଲେ ଲୋକେ
ଗୋଟିଏ ସ୍ଥାନରେ ଚେନ୍ ଝାମ୍ପି ନେବାରେ ସଫଳ ହେବା ପରେ ଅନ୍ୟ ସ୍ଥାନରେ ଲୁଟ୍ ଉଦ୍ୟମ କରି ଧରାପଡ଼ିଲେ।

Crime
ଅପହରଣ ପରେ ଚଳନ୍ତା ବୋଲେରୋରେ ମହିଳାଙ୍କୁ ୭ ଜଣ କଲେ ଗଣ ଦୁଷ୍କର୍ମ
ପୂରା ଘଟଣା ଏପ୍ରିଲ ୨୪ ତାରିଖ ରାତିରେ ଆରମ୍ଭ ହୋଇଥିଲା। ମହିଳା ଜଣଙ୍କ ଘର ବାହାରେ ଛିଡ଼ା ହୋଇଥିବା ବେଳେ ୩ ଜଣ ବ୍ୟକ୍ତି ତାଙ୍କୁ ବଳପୂର୍ବକ ଗୋଟିଏ ବୋଲେରୋ ଗାଡ଼ିରେ ଉଠାଇ ନେଇଥିଲେ।

Crime
ଭୟଙ୍କର: ୯ମ ଶ୍ରେଣୀ ଛାତ୍ରୀଙ୍କୁ ୪ ନାବାଳକଙ୍କ ଗଣଦୁଷ୍କର୍ମ!
୪ ନାବାଳକ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟାଇବା ସମସ୍ତଙ୍କୁ ଚକିତ କରିଛି।

Crime
ଗ୍ୟାଙ୍ଗଷ୍ଟର ବିକଲୁ ଶିବୁଙ୍କୁ ନିର୍ମମ ଭାବେ ହତ୍ୟା, FIRରେ ବିଜେପି ବିଧାୟକଙ୍କ ନାଁ
ସେମାନଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଶିବୁଙ୍କ ମୁଣ୍ଡ ପୂରା ଛେତେରା ହୋଇ ଯାଇଥିଲା। ତାଙ୍କ ମୁହଁ ମଧ୍ୟ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।