ଜଣେ ସାଧାରଣ ହୋମଗାର୍ଡର ଏତେ ସାହସ ହେଲା କିପରି ? ମହିଳା ପୁଲିସ ଅଧିକାରୀଙ୍କୁ ଫୋନରେ ଶାରିରୀକ ସୁଖ ମାଗିବା ଦୁଃସାହସ ନୁହେଁ ତ ଆଉ କଣ ? କାହା ବଳରେ ବଳିଆନ ହୋମଗାର୍ଡ ? ସୋନପୁର ଏସ୍.ପିଙ୍କ ଗେହ୍ଲାପୁଅ କୁହାଯାଉଥିବା ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।