କୁନି ଝିଅକୁ ଛାଡ଼ି ମାଆ ଫେରାର। ଦୁନିଆ ଦେଖିବା ଆଗରୁ ପ୍ରତାରଣାର ଶିକାର ହୋଇଛି ୩ ମାସର କୁନି ଝିଅ । ପର ହାତରେ ଛାଡ଼ି ମାଆ ଫେରାର । ମଙ୍ଗଳବାର ଅପରାହ୍ନରୁ ଏଭଳି ଅବସ୍ଥାରେ ରହିଛି ଶିଶୁକନ୍ୟାଟି। କାରଣ ମା' ତାର କୁନି ଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଛି । ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଳାଙ୍ଗ ପଂଚାୟତ ମାଳିସାହି ଗ୍ରାମର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।