ରାଜ୍ୟ ସରକାର ସବୁ କଥାରେ ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହି ବାହା ବାହା ନେଉଛନ୍ତି । ଏପରିକି ମିଶନଶକ୍ତିକୁ ସବୁ ସ୍ଥାନରେ ପ୍ରୋତ୍ସାହନ ଦେବା କଥା ବି କହୁଛନ୍ତି । ହେଲେ ତଳ ସ୍ତରରେ ମିଶନଶକ୍ତିର ମହିଳା ମାନେ ଆଣିଛନ୍ତି ସଂଘାତିକ ଅଭିଯୋଗ । ଆଉ ଏହା ପରେ ସରକାରଙ୍କ ଏହି ସ୍ଲୋଗାନ ଏବେ ଧୂଆଁବାଣରେ ପରିଣତ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।