ମା'କୁ ଜିଅଁନ୍ତା ଜାଳିଦେଲା ଜେଲ ଫେରନ୍ତା ପୁଅ !

  • Published: Monday, 02 October 2023
  • , Updated: 02 October 2023, 06:00 PM IST

ଜେଲ ଫେରନ୍ତା ଜହ୍ଲାଦର ବର୍ବରକାଣ୍ଡ। ଯେଉଁ ମା’ ତାକୁ ଜନ୍ମ କରି ଛୋଟରୁ ବଡ଼ କରିଥିଲା, ତା’କୁ ହିଁ ସେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏପରି ଏକ ଭୟଙ୍କର ଘଟଣା କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତର ଖଜୁରୀସାହିରେ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ଟିକାବାଲି ଥାନା ପୁଲିସ ଅଟକ ରଖିଛି।

Related story