Advertisment

ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ

କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।

author-image
Jitendra Garnayak

ସମ୍ୱଲପୁରର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣା। ୨ ବିଜେପି ନେତାଙ୍କ ଜୀବନ ନେଇଗଲା ହାଇୱା ଡ୍ରାଇଭର। କାର ଡ୍ରାଇଭରଙ୍କ ମୁହଁରୁ ଶୁଣନ୍ତୁ, ସେଦିନ କାଳ ରାତିର କଳାକାହାଣୀ। କେମିତି କାରକୁ ପିଛା କରିଥିଲା ହାଇଓ୍ୱା ଓ କ’ଣ କ’ଣ ଘଟିଥିଲା।   

Advertisment
Bjp