Advertisment

ଆଉ କେତେ ଭୁଲ କରିବେ ?

ପ୍ରସିଦ୍ଧ ଲେଖକ ଏବଂ କବିଙ୍କ ନାମ ଭୁଲ ଲେଖାଯାଉଥିବାର ଦେଖିବାକୁ ମିଳିଛି ।

author-image
Manoj Swain

ରାଜ୍ୟ ସରକାର ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରିବା ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ହେଲେ କାନ୍ଥ ବାଡ଼ରେ ପ୍ରସିଦ୍ଧ ଲେଖକ ଏବଂ କବିଙ୍କ ନାମ ଭୁଲ ଲେଖାଯାଉଥିବାର ଦେଖିବାକୁ ମିଳିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar