ଆକାଶବାଣୀ କୋଲକତା ପକ୍ଷରୁ ଡ୍ରାମା ଫେଷ୍ଟ

ଗତକାଲି ଆକାଶବାଣୀ କୋଲକତା ପକ୍ଷରୁ ଏକ ଡ୍ରାମା ଫେଷ୍ଟ ଓ କର୍ମଶାଳାର ଆୟୋଜିତ ହୋଇଛି । କୋଲକତାର ଜିଡି ବିର୍ଲ୍ଲା ସଭାଘରରେ ଜି-୨୦ ନାଟ୍ୟ ନିର୍ଝର ୨୦୨୩ ଅନୁଷ୍ଠିତ ହୋଇଛି ।

 Akashvani Kolkata

ଆକାଶବାଣୀର ଡ୍ରାମା ଫେଷ୍ଟ୍

Manoj Swain
  • Published: Sunday, 06 August 2023
  • Updated: 06 August 2023, 09:27 PM IST

ଭାରତର ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳୀନର ଆୟୋଜନକୁ ଦୃଷ୍ଟିରେ ରଖି ସାରାଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଛି । ଏହି କ୍ରମରେ ଆକାଶବାଣୀ କେନ୍ଦ୍ରଗୁଡ଼ିକ ପକ୍ଷରୁ ଶିକ୍ଷା ଓ ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଗତକାଲି ଆକାଶବାଣୀ କୋଲକତା ପକ୍ଷରୁ ଏକ ଡ୍ରାମା ଫେଷ୍ଟ ଓ କର୍ମଶାଳାର ଆୟୋଜିତ ହୋଇଛି । କୋଲକତାର ଜିଡି ବିର୍ଲ୍ଲା ସଭାଘରରେ ଜି-୨୦ ନାଟ୍ୟ ନିର୍ଝର ୨୦୨୩ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମମତା ଶଙ୍କର, ପରଣ ବନ୍ଦୋପାଧ୍ୟାୟ, ଜଗନ୍ନାଥ ବାସୁ, ଉର୍ମିଲା ବାସୁଙ୍କ ଭଳି ଖ୍ୟାତାନାମା କଳାକାରମାନେ ପ୍ରଦର୍ଶନ କରିଥିଲେ । ସେହିପରି କୋଲକତା ବିଶ୍ୱବିଦ୍ୟାଳୟ, ଜବଲପୁର ବିଶ୍ୱବିଦ୍ୟାଳୟ, ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ, ଜାଭିୟର ବିଶ୍ୱବିଦ୍ୟାଳୟ ସମେତ କଲେଜ ସ୍ତରରେ ହୋଇଥିବା କୁଇଜ୍ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।

Also Read

ପୂର୍ବତନ ବିଚାରପତି ଜଷ୍ଟିସ୍ ତଥା ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର କୂଳପତି ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଜି-୨୦ ସମ୍ମିଳୀନ ଅବସରରେ  ଶିକ୍ଷା ଓ ମନୋରଂଜନର ପ୍ରଚାର ପ୍ରସାର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story