ଏଣିକି ଶୃଙ୍ଖଳିତ ଧାଡ଼ି ଦର୍ଶନ...ରହିବ ପାଣି ଓ ଟୟଲେଟ | Odisha Reporter
ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ଶେଡ୍। ନୂଆ ଲାଇନ୍ ହେବ, ପାଣିର ବ୍ୟବସ୍ଥା ମଧ୍ୟ ରହିବ। ଶ୍ରୀମନ୍ଦିରରେ ଦର୍ଶନ ଯନ୍ତ୍ରଣା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି। ଆଜିଠାରୁ ନୀତି ତ୍ୱରାନ୍ୱୀତ ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ। ଦର୍ଶନ ପାଇଁ ଆସୁଥିବା ସବୁ ଭକ୍ତଙ୍କ ପ୍ରତି ପ୍ରଶାସନର ସମବେଦନା ରହିଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
