Advertisment

ଏହି ଗାଁରେ ମହିଳା କରୁଛନ୍ତି ବେଦପାଠ

ଏହି ଗାଁରେ ରହିଛି ଏକ ଆଶ୍ରମ। ଯେଉଁଠି ଦୀର୍ଘ ବର୍ଷ ହେଲା ମହିଳାମାନେ କରୁଛନ୍ତି ନିଆରା ପ୍ରଚେଷ୍ଟା। ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଗ୍ରନ୍ଥ ଅଧ୍ୟୟନ କରିବା ସହିତ ଭଗବତ ଚର୍ଚ୍ଚା ମଧ୍ୟ କରୁଛନ୍ତି।

author-image
Biswajit Samal
Puri

Puri

ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ନୂଆଗାଁ ଠାରେ ସବୁଦିନ ନିଆରା ଦୃଶ୍ୟ। ଏଠି ରାତି ପାହିଲେ ଯୁବତୀ ଓ ମହିଳା ସମସ୍ତେ ବେଦପାଠ କରନ୍ତି।

Advertisment

ଏହି ଗାଁରେ ରହିଛି ଏକ ଆଶ୍ରମ। ଯେଉଁଠି ଦୀର୍ଘ ବର୍ଷ ହେଲା ମହିଳାମାନେ କରୁଛନ୍ତି ନିଆରା ପ୍ରଚେଷ୍ଟା। ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଗ୍ରନ୍ଥ ଅଧ୍ୟୟନ କରିବା ସହିତ ଭଗବତ ଚର୍ଚ୍ଚା ମଧ୍ୟ କରୁଛନ୍ତି।

ଏବେ ସେମାନେ ଶ୍ରୀମଦ ଭଗବତ ଗୀତାର ଅଠର ଅଧ୍ୟାୟ ଠାରୁ ଆରମ୍ଭ କରି ହଜାର ହଜାର ଶ୍ଳୋକ ଓ ମନ୍ତ୍ରକୁ କଣ୍ଠସ୍ଥ କରି ସବୁଦିନ ପଠନ କରୁଛନ୍ତି। ତାସହ ସନାତନ ଧର୍ମର ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳ ବୁଲି ବୁଲି ଗୀତା ଯଜ୍ଞ ଠାରୁ ଆରମ୍ଭ କରି ଭାଗବତ ପାରାୟଣ ଆୟୋଜନ ବି କରୁଛନ୍ତି।

Advertisment
Puri