Advertisment

ଆନନ୍ଦପୁର ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୧୦ କାଉନସିଲର୍

ଆନନ୍ଦପୁର: କେନ୍ଦୁଝରଗଡ଼ ପରେ ଏବେ ଆନନ୍ଦପୁର ପୌରପରିଷଦର ବିଜେଡି ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ସମସ୍ତଙ୍କୁ ଚକିତ କରି ଏଠି ବି କେନ୍ଦୁଝରଗଡ଼ ଭଳି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିଜେଡି କାଉନସିଲର। ଅନସ୍ଥା ପ୍ରସ୍ତାବ ଆଣିଥିବା ୧୦ କାଉନସିଲରଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ବିଜେଡିର। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ କଂଗ୍ରେସ କାଉନସିଲର ଓ  ୩ ଜଣ ସ୍ୱାଧୀନ କାଉନସିଲର। ସେମାନେ ଜିଲ୍ଳାପାଳଙ୍କ ନିକଟରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

author-image
Rakesh Mallick
ଆନନ୍ଦପୁର ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୧୦ କାଉନସିଲର୍

kendujhar