/odisha-reporter/media/post_attachments/uploads/2016/05/boudha.jpg)
boudha
ବୌଦ୍ଧ: ହରେକୃଷ୍ଣପୁର ଛକ ନିକଟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଆଜି ଏକ ପିକ୍ଅପ୍ ଭ୍ୟାନ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମଥୁରା ପଞ୍ଚାୟତ ପଙ୍କୁଆଳ ଗ୍ରାମର ମୀନକେତନ ମୁଦୁଲି। ପୁରୁଣାକଟକରୁ କାମ ସାରି ମୀନକେତନ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
