Advertisment

ଜୟପୁର: ନୃସିଂହନାଥ ଓ ସାଇ ମନ୍ଦିର ଉଚ୍ଛେଦ ବେଳେ ଉତ୍ତେଜନା

ଜୟପୁର:  କୋରାପୁଟ ଜିଲ୍ଲା ଜୟପୁର ସହରର ନୂଆସାହି ଶିଶୁ ଉଦ୍ୟାନ ପରିସରରେ ଥିବା ଶିରିଡି ସାଇ  ଓ ନୃସିଂହନାଥ ମନ୍ଦିରକୁ  ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମନ୍ଦିର ଭଙ୍ଗାଯିବା ପରେ ମୂର୍ତ୍ତି ଗୁଡିକୁ ସ୍ଥାନୀୟ ବାଙ୍କ ମଠକୁ ସ୍ଥାନାନ୍ତର କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

author-image
Rakesh Mallick
ଜୟପୁର: ନୃସିଂହନାଥ ଓ ସାଇ ମନ୍ଦିର ଉଚ୍ଛେଦ ବେଳେ ଉତ୍ତେଜନା

jeypore