/odisha-reporter/media/post_attachments/uploads/2016/06/bbsr-1.jpg)
bbsr
ଭୁବନେଶ୍ୱର: ହିମାଚଳ ପ୍ରଦେଶ ଇନ୍ଦ୍ରସନ ପର୍ବତ ଚଢିବେ ୭ ଓଡ଼ିଆ ଯୁବକ। ଆଜି ଭୁବନେଶ୍ୱର ପାନ୍ଥ ନିବାସରେ ଏହି ୭ ଜଣ ଯୁବକଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସମ୍ମାନିତ କରିଛନ୍ତି।
Advertisment
ଜୁନ ୯ ତାରିଖରୁ ଯୁବକମାନେ ପର୍ବତାରୋହଣ ଆରମ୍ଭ କରିବେ। ୬,୨୨୧ ମିଟର ଉଚ୍ଚ ପର୍ବତ ଚଢିବା ପାଇଁ ୨୫ ଦିନ ଲାଗିବ। ଏହି ପର୍ବତାରୋହଣ ପାଇଁ ଯୁବକମାନଙ୍କୁ ଓଡ଼ିଶା ମାଇନିଂ କର୍ପୋରେସନ ଆର୍ଥିକ ସହାୟତା ଯୋଗାଇ ଦେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
