/odisha-reporter/media/post_attachments/uploads/2016/02/puri5.jpg)
puri
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଆଜି ଜଗମୋହନ ମରାମତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ସ୍ଥିତି ଗମ୍ଭୀର ଅଛି। ମରାମତି କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲିବ। ପ୍ରତ୍ନତତ୍ତ୍ୱ ବୈଷୟିକ କୋର କମିଟି ସଦସ୍ୟ ଓ ପତ୍ନତତ୍ତ୍ୱ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହି ଜଗମୋହନ ମରାମତି ସଂପର୍କରେ ତାଙ୍କୁ ଅବଗତ କରାଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
