Advertisment

ରଣପୁର ଜିଲ୍ଲା ପରିଷଦ ଉପ ନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ

ନୟାଗଡ଼:  ଆସନ୍ତା ୧୦ ତାରିଖରେ  ନୟାଗଡ଼ ଜିଲ୍ଲା ରଣପୁର ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ହେବାକୁ ଥିବା ଉପ ନିର୍ବାଚନ ଲାଗି ଆଜି ହେଉଛି ପ୍ରଚାରର ଶେଷ ଦିନ। ଏଥିପାଇଁ  ସବୁ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଡୋର-ଟୁ-ଡୋର କ୍ୟାମ୍ପନିଂରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ବ୍ୟସ୍ତ ଅଛନ୍ତି। ୧୧୯ଟି ବୁଥରେ ୨୫,୫୩୩ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଜିଲ୍ଲା ପରିଷଦ ପ୍ରାର୍ଥୀ ରବିନାରାୟଣ ନନ୍ଦଙ୍କ ଦେହାନ୍ତ ପରେ ଏହି […]

author-image
Rakesh Mallick
ରଣପୁର ଜିଲ୍ଲା ପରିଷଦ ଉପ ନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ

congress

ନୟାଗଡ଼:  ଆସନ୍ତା ୧୦ ତାରିଖରେ  ନୟାଗଡ଼ ଜିଲ୍ଲା ରଣପୁର ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ହେବାକୁ ଥିବା ଉପ ନିର୍ବାଚନ ଲାଗି ଆଜି ହେଉଛି ପ୍ରଚାରର ଶେଷ ଦିନ। ଏଥିପାଇଁ  ସବୁ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଡୋର-ଟୁ-ଡୋର କ୍ୟାମ୍ପନିଂରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ବ୍ୟସ୍ତ ଅଛନ୍ତି। ୧୧୯ଟି ବୁଥରେ ୨୫,୫୩୩ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଜିଲ୍ଲା ପରିଷଦ ପ୍ରାର୍ଥୀ ରବିନାରାୟଣ ନନ୍ଦଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଥିଲା।

Advertisment