IIT ଭୁବନେଶ୍ୱରରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱରରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏଠାରେ ଖାଲି ପଡିଥିବା ବିଭିନ୍ନ ଚୁକ୍ତି ଭିତ୍ତିକ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ମୋଟ ପଦବୀ-୨ ଜୁନିଅର ରିସର୍ଚ୍ଚ ଫେଲୋ-ଜେଆର୍‌ଏଫ୍‌-୧ ପ୍ରୋଜେକ୍ଟ ଆସୋସିଏଟ୍‌-୧ ପ୍ରୋଜେକ୍ଟ ଅନୁଯାୟୀ ଅସ୍ଥାୟୀ ଚୁକ୍ତି ଆଧାରରେ ଏହି ଦୁଇ ପଦବୀରେ ପ୍ରାର୍ଥୀଙ୍କୁ ମାତ୍ର ୨ ବର୍ଷ […]

IIT Bhubaneswar

Madhupriya Mistry
  • Published: Monday, 07 November 2022
  • , Updated: 07 November 2022, 05:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱରରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏଠାରେ ଖାଲି ପଡିଥିବା ବିଭିନ୍ନ ଚୁକ୍ତି ଭିତ୍ତିକ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ମୋଟ ପଦବୀ-୨

ଜୁନିଅର ରିସର୍ଚ୍ଚ ଫେଲୋ-ଜେଆର୍‌ଏଫ୍‌-୧
ପ୍ରୋଜେକ୍ଟ ଆସୋସିଏଟ୍‌-୧

ପ୍ରୋଜେକ୍ଟ ଅନୁଯାୟୀ ଅସ୍ଥାୟୀ ଚୁକ୍ତି ଆଧାରରେ ଏହି ଦୁଇ ପଦବୀରେ ପ୍ରାର୍ଥୀଙ୍କୁ ମାତ୍ର ୨ ବର୍ଷ ପାଇଁ ନିଯୁକ୍ତି ମିଳିବ ।

ମାସିକ ଦରମା:
ଜୁନିଅର ରିସର୍ଚ୍ଚ ଫେଲୋ-୩୦,୦୦୦
ପ୍ରୋଜେକ୍ଟ ଆସୋସିଏଟ୍‌-୪୭,୦୦୦

କିଭଳି ହେବ ନିଯୁକ୍ତି?
ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯିବ।

କିଳଭି କରିବେ ଆବେଦନ?
ଆଇଆଇଟି ଭୁବନେଶ୍ୱରର ଅଫିସିଆଲ ୱେବସାଇଟ୍  https://www.iitbbs.ac.in/jobs-iitbbs.phpକୁ ଯାଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୫ ତାରିଖ ରହିଛି।

ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ

click HERE

Related story