/odisha-reporter/media/post_attachments/uploadimage/library/16_9/16_9_0/Students_1697213249.jpg)
Students
ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ। ମହାଳୟା ପାଇଁ ଏହି ଛୁଟି ଘୋଷଣା କରାଯାଇଛି।
Advertisment
ଏହା ସହିତ ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ନୋଟିସ୍ ପ୍ରକାଶ କରାଯାଇଛି। ଚଳିତ ବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ମୋଟ ୧୦ ଦିନ ହେବ। ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ଦଶହରା ଛୁଟି ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
