କାଠବୋଝ ତଳେ ଆଜିର ଭବିଷ୍ୟତ !

  • Published: Wednesday, 27 September 2023
  • , Updated: 27 September 2023, 12:21 PM IST

ବର୍ଷାରେ ଟ୍ରକରୁ ବେଞ୍ଚ ଅନଲୋଡିଂ କରୁଛନ୍ତି ଛାତ୍ରୀ। 5T ସ୍କୁଲରେ ଇଏ କେମିତିକା ବ୍ୟବସ୍ଥା । ପାଠ ପଢା ପ୍ରତି ଛାତ୍ର ଛାତ୍ରୀଙ୍କ ଆଗ୍ରହ ବଢ଼େଇବା ପାଇଁ ସରକାର ବିଦ୍ୟାଳୟ ଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ସବୁ ସୁବିଧା ଯୋଗାଇ ଦେଉଛନ୍ତି । ହେଲେ ଏଠି ପାଠପଢ଼ା ଛାଡ଼ି ଛାତ୍ରଛାତ୍ରୀ କାମରେ ଲାଗିଛନ୍ତି । ସେପଟେ ପ୍ରଧାନଶିକ୍ଷକ କହୁଛନ୍ତି ସଉକରେ ବୋହିଲେ ।

Related story