ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର। ଚିହିଁକିଲା ବିଜେଡି। ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ୍ ୨୦୨୦କୁ ନେଇ ତେଜିଲା ରାଜନୀତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇନରେ ସଂଶୋଧନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ପତ୍ର। ଏଥିରେ ଦର୍ଶାଯାଇଛି, ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଏହି ଆଇନ୍ ଆଣିଥିଲେ। ଯେଉଁଥି ଲାଗି ବିଶ୍ବବିଦ୍ୟାଳୟ ତାର ସ୍ବତନ୍ତ୍ରତା ହରାଇଛି। ଖାଲି ସେତିକି ନୁହେଁ ଏହା ୟୁଜିସି ଗାଇଡ୍ ଲାଇନର ପରିପନ୍ଥୀ। ଦେଖନ୍ତୁ ପୂର ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଯାଜପୁରରେ ୨୪ ଓ ଭଦ୍ରକରେ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଯାଜପୁର ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି ଯେ ଧୀରେ ଧୀରେ ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Education
୨୦ରେ ଭୁବନେଶ୍ୱର ଓ କଟକ ମହାନଗରରେ ସ୍କୁଲ୍ ଛୁଟି
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍ ଛୁଟି ରଖିବାକୁ ନିର୍ଦ୍ଦେଶ

Education
ପ୍ରକାଶ ପାଇଲା NEET-UG ରେଜଲ୍ଟ: ଟପ୍ ୧୦ରେ ୯ ଜଣ ପୁଅ
ନିଟ ୟୁଜି ପରୀକ୍ଷାରେ ଓଡ଼ିଶାର ଟପ୍ପର ହୋଇଛନ୍ତି ସ୍ନେହାଶିଷ ଦାଶ। ସର୍ଭଭାରତୀୟ ସ୍ତରରେ ତାଙ୍କର ରାଙ୍କ ୬୦ ରହିଛି। କିନ୍ତୁ ସେ ଓଡ଼ିଶାରେ ରାଙ୍କ ୧ରେ ରହିଛନ୍ତି।

Education
ଅଗଷ୍ଟ ୩ରେ ନିଟ୍ ପିଜି, ସୁପ୍ରିମକୋର୍ଟ ଦେଲେ ଅନୁମତି
ଅଗଷ୍ଟ ୩ରେ ଦେଶବ୍ୟାପୀ ପରୀକ୍ଷା ପାଇଁ ଏନବିଇ ଆବେଦନ କରିଥିଲା। ଏହାକୁ ଆଜି ସର୍ବୋଚ୍ଚ ଅଦାଲତ ଗ୍ରହଣ କରିନେଇଛନ୍ତି।

Education
ଆମ ଶିକ୍ଷା ବ୍ୟବସ୍ଥା: ବାଲେଶ୍ଵରରେ ଅଧା ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ
ପ୍ରଧାନଶିକ୍ଷକ ନଥିବା ସ୍କୁଲଗୁଡ଼ିକର ପରିଚାଳନା ଭାର ନ୍ୟସ୍ତ ହୋଇଛି ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଉପରେ। ଆଉ କିଛି ସ୍ଥାନରେ ଜଣେ ପ୍ରଧାନଶିକ୍ଷକଙ୍କୁ ଏକାଧିକ ସ୍କୁଲର ଦାୟିତ୍ୱ ଦିଆଯାଇଛି।