ଉତ୍କଳ ବିଶ୍ୱବିଦ୍ୟାଳୟ ଫେରି ପାଇଲା ଏ+ ଗ୍ରେଡ୍ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି । ବିଭିନ୍ନ କାରଣରୁ ନାକ୍ କର୍ତ୍ତୃପକ୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରେଡ୍ ହ୍ରାସ କରିଦେଇଥିଲେ ।

Utkal University PhotoOR

ଉତ୍କଳ ବିଶ୍ୱବିଦ୍ୟାଳୟ

Ordigital Desk
  • Published: Thursday, 30 November 2023
  • Updated: 30 November 2023, 09:49 PM IST

Sports

Latest News

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍‌) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି । ବିଭିନ୍ନ କାରଣରୁ ନାକ୍ କର୍ତ୍ତୃପକ୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରେଡ୍ ହ୍ରାସ କରିଦେଇଥିଲେ। ଯାହାକୁ ନେଇ ବିଭିନ୍ନ ବର୍ଗରୁ ସମାଲୋଚନା ହେବାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାକ୍ କର୍ତ୍ତୃପକ୍ଷଙ୍କୁ ସାନି ଆକଳନ କରିବାକୁ ଅନୁରୋଧ କରିଥିଲେ । ଗତ ସେପ୍ଟେମ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଯାଇ ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲେ ।

ସୂଚନା ଅନୁସାରେ ନାକ୍ ପକ୍ଷରୁ ଜାରି ସଂଶୋଧିତ ଗ୍ରେଡ୍ ଅନୁସାରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୨୬ ପଏଣ୍ଟ ସହ ଏ+ ଗ୍ରେଡ୍ ମାନ୍ୟତା ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟକୁ କରିକ୍ୟୁଲମରେ ୩.୫୭ ପଏଣ୍ଟ, ଶିକ୍ଷାଦାନ ଓ ମୂଲ୍ୟାଙ୍କନରେ ୩.୩୩ ପଏଣ୍ଟ, ରିସର୍ଚ୍ଚଣ୍ଟ, ଇନୋଭେସନ ଓ ଏକ୍ସଟେନସନରେ ୩.୧୫ ପଏଣ୍ଟ, ଭିତ୍ତିଭୂମି ଓ ଶିକ୍ଷାଦାନ ସମ୍ବଳରେ ୩.୬୫ପଏଣ୍ଟ, ଷ୍ଟୁଡେଣ୍ଟ ସର୍ପୋଟ ଓ ପ୍ରୋଗ୍ରେସନରେ ୩.୧୧ ପଏଣ୍ଟ, ଗଭର୍ଣ୍ଣାନ୍ସ, ଲିଡରସିପ୍ ଓ ମ୍ୟାନେଜମେଂଟରେ ୨.୬୨ପଏଣ୍ଟ, ଇନଷ୍ଟିଚ୍ୟୁସନାଲ ଭାଲ୍ୟୁ ଓ ବେଷ୍ଟ ପ୍ରାକ୍ଟିସରେ ୩.୩୭ ପଏଣ୍ଟ ମିଳିଛି ।

Also Read

ସୂଚନାଯୋଗ୍ୟ, ପୂର୍ବରୁ ଗତ ମେ’ ମାସରେ ବିଶ୍ୱବିଦ୍ୟାଳୟକୁ ମୋଟ ୩.୧୬ପଏଣ୍ଟ ସହ ‘ଏ ଗ୍ରେଡ୍ ’ମାନ୍ୟତା ନାକ୍ ପ୍ରଦାନ କରିଥିଲେ । ଯାହାକୁ ନେଇ ଉଭୟ ରାଜ୍ୟ ସରକାର ଓ ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନଙ୍କ ସମେତ ପୁରାତନ ଛାତ୍ରଛାତ୍ରୀମାନେ ଏନେଇ ଉଦବେଗ ବ୍ୟକ୍ତ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପୁଣିଥରେ ନାକ୍ କର୍ତ୍ତୃପକ୍ଷଙ୍କ ପାଖରେ ସାନି ଆକଳନ ନିମନ୍ତେ ଅନୁରୋଧ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story