ବଲିଉଡ଼ରେ ବଂଶବାଦ ଉପରେ ମୁହଁ ଖୋଲିଲେ କ୍ରିତି ସନନ, କହିଲେ ଷ୍ଟାର୍ କିଡ୍ସଙ୍କୁ ମିଳେ ଅଧିକ ସୁଯୋଗ

"ଏପରି ଏକ ସମୟ ଥିଲା, ଯେଉଁ ସମୟରେ କି ମୁଁ ଖୁବ୍ ଅସ୍ଥିର ହୋଇପଡିଥିଲି। କାରଣ ମୁଁ ଜାଣିଥିଲି, ମୋ ପାଖରେ ସାମର୍ଥ୍ୟ ଅଛି, ମୁଁ ପାରିବି। କିନ୍ତୁ..."

Kriti Sanon

କ୍ରିତି ସନନ

Debibandita Barick
  • Published: Sunday, 07 April 2024
  • Updated: 07 April 2024, 03:01 PM IST

Sports

Latest News

ବଲିଉଡର ଜଣାଶୁଣା ଅଭିନେତ୍ରୀ କ୍ରିତି ସନନ ନିଜର ଆକ୍ଟିଂ କ୍ୟାରିଅରର ପୂର୍ବ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି। ଏଥିସହ ବଲିଉଡ଼ରେ କଳାକାର ପିଲାମାନଙ୍କୁ ସୁଯୋଗ ମିଳେ, ଏଥିପାଇଁ ତାଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି ବୋଲି କହିଛନ୍ତି କ୍ରିତି।

ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ କ୍ରିତି କହିଛନ୍ତି, "ଏପରି ଏକ ସମୟ ଥିଲା, ଯେଉଁ ସମୟରେ କି ମୁଁ ଖୁବ୍ ଅସ୍ଥିର ହୋଇପଡିଥିଲି। କାରଣ ମୁଁ ଜାଣିଥିଲି, ମୋ ପାଖରେ ସାମର୍ଥ୍ୟ ଅଛି, ମୁଁ ପାରିବି। କିନ୍ତୁ ମୋତେ ସୁଯୋଗ ମିଳୁନଥିଲା, ନିରାଶ ହେବାକୁ ପଡୁଥିଲା। ଏହି ସମୟରେ ମୋ ସାମ୍ନାରେ କିଛି ନୂଆ ଚେହେରାଙ୍କୁ ସୁଯୋଗ ମିଳୁଥିଲା, ଯେଉଁମାନେ ଷ୍ଟାର୍ ବ୍ୟାକଗ୍ରାଉଣ୍ଡ ସହ ଜଡ଼ିତ ଥିଲେ।" 

Also Read

ସେ ଆହୁରି କହିଛନ୍ତି, "ମୁଁ ଏପରି କିଛି କାମକୁ ଅପେକ୍ଷା କରିଥିଲି, ଯେଉଁଥିରେ ଜଣେ ଅଭିନେତ୍ରୀ ଭାବରେ ମୋର ସାମର୍ଥ୍ୟକୁ ଅଧିକ ପ୍ରଦର୍ଶନ କରିପାରିବି। ସବୁଠୁ ବଡ଼ କଥା ହେଉଛି କି ଆପଣଙ୍କୁ ଯେତେ ବଡ଼ ପାତ୍ର ମିଳିବ ଆପଣ ସେଥିରେ ସେତେ ଅଧିକ ପାଣି ଭରିପାରିବେ। ମୁଁ ସେହି ବଡ଼ ପାତ୍ରକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲି।" 

କ୍ରିତି ହିରୋପନ୍ତି ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ଏହା ପରେ ସେ ଏକାଧିକ ସିନେମାରେ ନଜର ଆସିଥିଲେ ମଧ୍ୟ ମିମି ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏହି ସିନେମା ପାଇଁ ସେ ୬୯ତମ ନ୍ୟାସନାଲ ଫିଲ୍ମ ଆୱାଡରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story