ଗୋଟେ ପାଦ ଏପଟେ ପଡ଼ିଲେ ଆଉ ଗୋଟେ ପାଦ ସେପଟେ ପଡ଼ୁଛି । ବାଡ଼ି ସହାୟତାରେ ଆଗକୁ ବଢ଼ିଚାଲିଛନ୍ତି ଏହି ଦିବ୍ୟାଙ୍ଗ ଯୁବକ। ଚାଲିବାକୁ ଦଣ୍ଡେ ବଳ ପାଉନଥିବା ବେଳେ ମହାଦେବଙ୍କ ଭକ୍ତି ତାଙ୍କୁ ଟାଣି ନେଉଛି । ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀ ବାଲି ଘାଟରୁ ପାଣି ଉଠାଇ ପଞ୍ଚଲିଙ୍ଗେଶ୍ୱର ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦିବ୍ୟାଙ୍ଗ ହେବା ସତ୍ତ୍ୱେ ଏତେ ବାଟ କେମିତି ଯିବେ ପ୍ରଶ୍ନରେ ଗିରିଶ କହିଛନ୍ତି ଭୋଳାବାବା ମୋତେ ଟାଣି ନେଉଛନ୍ତି । ତାଙ୍କରି ଇଚ୍ଛାରେ ଏସବୁ ସମ୍ଭବ ହୋଇ ପାରୁଛି । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
‘ଭାରତର ପ୍ରତି ପଥରରେ କାହାଣୀ, ପ୍ରତି ପାହାଡ଼ରେ ଗୀତ, ପ୍ରତି ନଦୀରେ ଗୁଞ୍ଜରଣ’
ଭାରତର ପ୍ରତ୍ୟେକ ପଥରରେ ଏକ କାହାଣୀ ରହିଛି, ପ୍ରତ୍ୟେକ ପାହାଡ଼ର ଏକ ଗୀତ ରହିଛି, ପ୍ରତ୍ୟେକ ନଦୀର କିଛି ନା କିଛି ଗୁଞ୍ଜରଣ ରହିଛି। ଯଦି ଆପଣ ଭାରତର ୬ଲକ୍ଷରୁ ଅଧିକ ଗ୍ରାମକୁ ଯିବା, ତେବେ ପ୍ରତ୍ୟେକ ଗାଁର ନିଜସ୍ୱ ଲୋକକଥା ରହିଛି, କାହାଣୀ କହିବାର ନିଜସ୍ୱ ଶୈଳୀ ରହିଛି।

Guest Column
ଅଦୃଶ୍ୟ ଶ୍ରମ, ଅପରିଚିତ ହାତ
ଓଡ଼ିଶାରେ ପ୍ରାୟ ଏକ କୋଟି ଶ୍ରମିକ ଅଛନ୍ତି, ଯାହାର ଏକ ବଡ଼ ଅଂଶ ହେଲେ ମହିଳା। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୮୫% ଶ୍ରମିକ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି, ସେଥିମଧ୍ୟରୁ ଅଧିକାଂଶ ମହିଳା। କିନ୍ତୁ ସେମାନଙ୍କ ପାଇଁ ଏକ ନିଶ୍ଚିତ ଆୟ, ଭରସା ଯୋଗ୍ୟ କର୍ମ ସଂସ୍ଥାନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଜୀବନ ବୀମା କିମ୍ଵା ସୁରକ୍ଷିତ ବାର୍ଦ୍ଧକ୍ୟ ଜୀବନ ସବୁକିଛି ଅନିଶ୍ଚିତ ଅଟେ।

National
ୱାମ୍! ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ
ମାଙ୍ଗା ହେଉଛି କେବଳ ଏକ ପ୍ରକାର କମିକ୍ ବହି କିମ୍ବା ଗ୍ରାଫିକ୍ ଉପନ୍ୟାସ ଯାହା ଜାପାନରେ ଆରମ୍ଭ ହୋଇଥିଲା। ଏହା ଆପଣ ପଢ଼ି ପାରୁଥିବା କମିକ୍ସ ପରି, କିନ୍ତୁ ଏଥିରେ ସମସ୍ତ ପ୍ରକାରର କାହାଣୀ, ସାହସିକ କାହାଣୀ, ପ୍ରେମ କାହାଣୀ, ଭୟଙ୍କର କାହାଣୀ କିମ୍ବା ଯାଦୁକରୀ କଳ୍ପନା ଅନ୍ତର୍ଭୁକ୍ତ ଥାଏ।

Events & Festivals
କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା
କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।

Guest Column
ମଧ୍ୟଯୁଗୀୟ ବିଚାର ଓ ମହାକୁମ୍ଭ ମେଳା
ମେଳା ମହୋତ୍ସବ କରି ରାଜସ୍ୱ ଆୟ ବଢ଼ାଇବା ଓ ଲୋକ (ପ୍ରଜା)ଙ୍କ ଭିତରେ ବିଶ୍ୱାସ (ଅନ୍ଧ) ଜନ୍ମାଇବା ସହିତ ଏତେ ଆୟ ନିଶ୍ଚୟ ଏକ ପ୍ରଣୀଧାନଯୋଗ୍ୟ। ଏହା ହେଉଛି ଭାରତର ମଧ୍ୟଯୁଗୀୟ ରାଜା ମହାରାଜା ଅମଳର ବିଚାର ସର୍ବସ୍ୱ।