ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ, ଦେଖନ୍ତୁ କିଛି ଫଟୋ

Last Update: Tuesday, 05 March 2024
Modi

ଚଣ୍ଡିଖୋଲରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ‘ମୋଦି ଗ୍ୟାରେଣ୍ଟି ସମାବେଶ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Modi

ଚଣ୍ଡିଖୋଲରେ ‘ମୋଦି ଗ୍ୟାରେଣ୍ଟି ସମାବେଶ’ରେ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରୁଛନ୍ତି ଦଳୀୟ ନେତା।

PM Modi

ଚଣ୍ଡିଖୋଲ ‘ମୋଦି ଗ୍ୟାରେଣ୍ଟି ସମାବେଶ’ରେ ଦଳୀୟ ନେତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ।

PM Narendra Modi

‘ମୋଦି ଗ୍ୟାରେଣ୍ଟି ସମାବେଶ’ରେ ଭାଷଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Narendra Modi

ଚଣ୍ଡିଖୋଲରେ ମୋଦିଙ୍କ ଫଟୋ ଚିତ୍ର ସହିତ ଜଣେ ଫ୍ୟାନ୍‌

BJP Workers

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ଚଣ୍ଡିଖୋଲରେ ଆଜି ଜମି ଥିଲା ଦଳୀୟ କର୍ମକର୍ତ୍ତା, ସମର୍ଥକ ଓ ସାଧାରଣ ଲୋକଙ୍କ ଭିଡ଼

Modi and Naveen

ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Modi

ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗହଣରେ ପ୍ରଧାନମନ୍ତ୍ରୀ

Trending

Photos

Videos