ସର୍ଭିକାଲ୍ କ୍ୟାନସର କ'ଣ ?

  • Published: Saturday, 10 February 2024
  • , Updated: 10 February 2024, 04:08 PM IST

ଜରାୟୁ କର୍କଟ ବା ସର୍ଭିକାଲ୍ କ୍ୟାନସର କେତେ ମାରାତ୍ମକ ? କଣ ପାଇଁ ହୋଇଥାଏ ଏହି ସର୍ଭିକାଲ୍ କ୍ୟାନସର । ଲକ୍ଷଣ ଓ ଚିକିତ୍ସା ପଦ୍ଧତି କଣ ? ଏନେଇ ଦେଖନ୍ତୁ, ଓଡ଼ିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ସୁସ୍ଥ ଜୀବନ ସରଳ ସୂତ୍ର ’ ।

Related story