ଅଧିକାଂଶ ଲୋକ ବାସି ରୁଟି ଖାଇବାକୁ ପସନ୍ଦ କରନ୍ତି ନାହିଁ। ଘରେ ରାତିର ରୁଟି ରହିଯାଇଥିଲେ ଅନେକ ଲୋକ ଗାଈଗୋରୁ, କୁକୁର ଅବା କାଉଙ୍କୁ ଖାଇବାକୁ ଦେଇ ଦିଅନ୍ତି। ଆଉ କେହି କେହି ଫୋପାଡ଼ି ଦିଅନ୍ତି। ତେବେ ବାସି ରୁଟିର ରହିଛି ଅନେକ ଗୁଣ।
ରାତିର ରୁଟି ଯଦି ଆପଣ ସକାଳେ ବ୍ରେକଫାଷ୍ଟରେ ଖାଇବେ, ତା’ହେଲେ ଅନେକ ଲାଭ ମିଳିବ। ବାସି ରୁଟିରେ ଆଇରନ୍, କ୍ୟାଲସିୟମ ଓ ଭିଟାମିନ୍-ବି ସହିତ ଅନେକ ପୋଷକ ତତ୍ତ୍ୱ ରହିଛି।
Also Read
ଦହି ଭଳି ବାସି ରୁଟିରେ ବି ରହିଛି ପ୍ରଚୁର ପରିମାଣରେ ପ୍ରୋବାୟୋଟିକ୍। ଏହା ଆମ ପେଟରେ ଭଲ ବ୍ୟାକ୍ଟରିଆ ସୃଷ୍ଟି କରେ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।
ବାସି ରୁଟିକୁ କୁହାଯାଉଛି, କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟର ପାୱାରହାଉସ। ବାସି ରୁଟି ଯୋଗୁ ପାଚନ ପ୍ରକ୍ରିୟା ଭଲ କାମ କରେ। ଏହା ଫାଇବରର ମଧ୍ୟ ଏକ ଭଲ ଉତ୍ସ। ପେଟ ରୋଗ ସମସ୍ୟା ଥିବା ବ୍ୟକ୍ତି ଓ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ବାସି ରୁଟି ଲାଭଦାୟକ ହୋଇଥାଏ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ସାବଧାନ! ଏସବୁ ଅଭ୍ୟାସ ଥିଲେ ଆସିପାରେ ହୃଦଘାତ
ଦୈନନ୍ଦିନ ଜୀବନରେ ଆମେ ଏପରି କେଉଁ ସବୁ ଖାଦ୍ୟ ଖାଉଛନ୍ତି, ଯାହା ହୃଦଘାତ କରିପାରେ, ଜାଣନ୍ତୁ...
Health
କାହିଁକି ହଠାତ୍ ଉଠିପଡ଼ିବା ପରେ ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯାଏ, ଜାଣନ୍ତୁ କାରଣ
କାହିଁକି ବସିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ପରେ ଚଉଦିଗ ଅନ୍ଧାର ଦେଖାଯାଏ ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ...
Health
କେକ୍ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନସର୍
ପରୀକ୍ଷାରୁ ୧୨ଟି ଭିନ୍ନ ଭିନ୍ନ ପ୍ରକାରର କେକ୍ରେ କ୍ୟାନସର ତତ୍ତ୍ୱ ଥିବା ସାମ୍ନାକୁ ଆସିଛି। ରେଡ୍ ଭେଲବେଟ୍ ଓ ବ୍ଲାକ ଫରେଷ୍ଟ ଭଳି କେକ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ କୃତ୍ରିମ ରଙ୍ଗ ବ୍ୟବହୃତ ହୁଏ।
Lifestyle
ଏହି ସବୁ ରୋଗ ଥିଲେ ପିଅନ୍ତୁ ନାହିଁ ଅଧିକ ନଡ଼ିଆ ପାଣି; ପଡ଼ିପାରେ ସାଇଡ୍ ଇଫେକ୍ଟ
ନଡ଼ିଆ ପାଣି ପିଇବା ଦ୍ୱାରା ଶରୀର ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇପାରେ। ଯଦି ଆପଣ ପେଟ ଯନ୍ତ୍ରଣା ଭଳି ସମସ୍ୟା ଥିବ ତାହାହେଲେ ଅତ୍ୟଧିକ ନଡ଼ିଆ ପାଣି ପିଅନ୍ତୁ ନାହିଁ।
Health
‘ଖୁବଶୀଘ୍ର ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା’
ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନରେ ଓଡ଼ିଶା ସାମିଲ ହେବ । ଏହା ଜରିଆରେ ରାଜ୍ୟର ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ୍ ମଧ୍ୟ ହୋଇପାରିବ ।