ଦିନେ ଖାଇବାକୁ ପାଉନଥିଲେ, ଆଜି ଅନ୍ୟର ପେଟ ବୁଝୁଛନ୍ତି

ବାହାର ରାଜ୍ୟରୁ ଆସି ନିଜର ୫ ଏକର ଜମିରେ ଚାଷ କରି ରୋଜଗାର କଲେ।

Manoj Swain
  • Published: Wednesday, 18 October 2023
  • Updated: 18 October 2023, 01:36 PM IST

Sports

Latest News

ଦିନ ଥିଲା ଘରେ ଖାଇବାକୁ ଦାନା ନ ଥିଲା। ଲୋକଙ୍କ ପାଖରୁ ମାଗିକି ଖାଉ ଥିଲେ। ଦାଦନ ଖଟିବାକୁ ବାହାର ରାଜ୍ୟକୁ ମଧ୍ୟ ଯାଇଥିଲେ। ରହିବା ପାଇଁ ନିଜର ପାଲ ଘର ଟିଏ ଥିଲା। ବାହାର ରାଜ୍ୟରୁ ଆସି ନିଜର ୫ ଏକର ଜମିରେ ଚାଷ କରି ରୋଜଗାର କଲେ। ମୟୂରଭଂଜ ଜିଲ୍ଲା କୁଲଡିହା ଗ୍ରାମର କାଶରାୟ ହାଁସଦା । ନିଜ ଜମିରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଓ ନିଜ ଗାଁର ଲୋକ ମାନଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos