ତାମିଲନାଡୁ ଜେଲ୍‌ରେ ପୁଅ, ମେଡ଼ିକାଲ ବେଡ୍‌ରେ ବାପାଙ୍କ ମୃତଦେହ

ଗାଁରେ କାମ ମିଳିଲା ନାହିଁ। ତେଣୁ ବଢ଼ିଲା ପୁଅ କାମ ଅନ୍ୱେଷଣରେ ରାଜ୍ୟ ବାହାର(ତାମିଲନାଡୁ)କୁ ଚାଲି ଯାଇଥିଲେ। ସେଠାରେ ସେ ମାମଲାରେ ଛନ୍ଦି ହୋଇପଡ଼ିଲେ। ସେଥିପାଇଁ ଜେଲ୍‌ ଗଲେ। ବର୍ତ୍ତମାନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି ପିଣ୍ଟୁ।

Patnagarh PhotoOR

ସ୍ୱେଚ୍ଛାସେବୀମାନେ ମୃତଦେହ ନେଇ ଯାଉଛନ୍ତି

Manoranjan Sial
  • Published: Saturday, 07 October 2023
  • Updated: 07 October 2023, 05:52 PM IST

Sports

Latest News

ତାମିଲ୍‌ନାଡୁ ଜେଲ୍‌ରେ ପୁଅ... ମେଡ଼ିକାଲ୍‌ ବେଡ୍‌ରେ ବାପାଙ୍କ ମୃତଦେହ... କଥାଟି ଟିକେ ଅଡୁଆ ଲାଗୁଥିବ। ପ୍ରାୟତଃ କିଛି ବୁଝା ପଡ଼ୁନଥିବ। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଜେଲ୍‌ରେ ଥିବାରୁ ପୁଅ ଆସିପାରିଲା ନାହିଁ। ସେପଟେ ବାପା ଅନ୍ୟ ଜାତିରେ ବାହା ହୋଇଥିବା ମୃତଦେହ ସତ୍କାର କରିବାକୁ ସାହିଭାଇ ଆସିଲେନାହିଁ। ଯେଉଁଥିପାଇଁ ଦୀର୍ଘ ସମୟ ଧରି ମେଡ଼ିକାଲ୍‌ ବେଡ୍‌ରେ ପଡ଼ି ରହିଲା ମୃତଦେହ। ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ା ଅଞ୍ଚଳରେ।

ବ୍ରହ୍ମପୁରା ଗାଁରେ ହର ତୁମୁନିଆ ବହୁବର୍ଷ ତଳେ ଅନ୍ୟ ଜାତିରେ ବିବାହ କରିଥିଲେ। ତେଣୁ ସାହି ଭାଇ ତାଙ୍କ ସହିତ ଭଲ ସମ୍ପର୍କ ରଖିନଥିଲେ। ଦୁଃଖ କଷ୍ଟରେ ଚଳୁଥିଲେ ହର। କିଛି ମାସ ତଳେ ଯାହାର ହାତ ଧରିଥିଲେ ଓ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ, ସେ ଅଫରା ରାଇଜକୁ ଚାଲିଗଲେ। ପତ୍ନୀଙ୍କ ଦେହାନ୍ତ ପରି ଭାଙ୍ଗି ପଡ଼ିଥିଲେ ହରି। ପରେ ନିଜକୁ ସମ୍ଭାଳିଲେ। ପୁଅ ପିଣ୍ଟୁକୁ ନେଇ ଚଳାଉଥିଲେ ନିଜ ତେଲ ଲୁଣର ସଂସାର।

Also Read

ଗାଁରେ କାମ ମିଳିଲା ନାହିଁ। ତେଣୁ ବଢ଼ିଲା ପୁଅ କାମ ଅନ୍ୱେଷଣରେ ରାଜ୍ୟ ବାହାର(ତାମିଲନାଡୁ)କୁ ଚାଲି ଯାଇଥିଲେ। ସେଠାରେ ସେ ମାମଲାରେ ଛନ୍ଦି ହୋଇପଡ଼ିଲେ। ସେଥିପାଇଁ ଜେଲ୍‌ ଗଲେ। ବର୍ତ୍ତମାନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି ପିଣ୍ଟୁ। ପୁଅର ଏପରି ଅବସ୍ଥା ଦେଖି ଭାଙ୍ଗି ପଡ଼ିଥିଲେ ହର। ସପ୍ତାହ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ବହୁ କଷ୍ଟରେ ଯାଇ ପାଟଣାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ହର।

ପୁଅ ଜେଲ୍‌ରେ ଥିବାରୁ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଗାଁ ଲୋକଙ୍କୁ ହରଙ୍କ ମୃତ୍ୟୁ ଖବର ଦେଇଥିଲେ। ହେଲେ ଗାଁ ଲୋକେ ସହଯୋଗର ହାତ ବଢ଼ାଇନଥିଲେ। ଭିନ୍ନ ଜାତିରେ ହର ବାହା ହୋଇଥିବାରୁ ମୃତଦେହ ସତ୍କାର କରିବାକୁ ଆସିନଥିଲେ। ଦୀର୍ଘ ସମୟ ଧରି ମେଡ଼ିକାଲ୍‌ରେ ପଡ଼ି ରହିଲା ମୃତଦେହ। ଯାହାକୁ ନେଇ ଅଡୁଆରେ ପଡ଼ିଯାଇଥିଲେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ। ଶେଷରେ ସହାୟତାର ହାତ ବଢ଼ାଇଥିଲେ କିଛି ସ୍ୱେଚ୍ଛାସେବୀ। ସେମାନେ ହରଙ୍କ ମୃତଦେହକୁ ମୟାବତୀ ନଦୀ କୂଳରେ ଥିବା ସ୍ୱର୍ଗଦ୍ୱାରରେ ରୀତିନୀତି ଅନୁସାରେ ସତ୍କାର କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, କେବେ ଉଠିବ କଳୁଶିତ ଜାତୀ ପ୍ରଥା?

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story