ଯବାନଙ୍କୁ ଠକିଦେଲେ ସରକାର

  • Published: Monday, 14 August 2023
  • , Updated: 14 August 2023, 03:44 PM IST

ହିନ୍ଦୁସ୍ତାନ ଜିନ୍ଦାବାଦ୍ । ଭାରତ ମାତା କି ଜୟ । ଏବେବି ସେମିତି ଭାତର ମାତାର ଜୟଗାନ କରୁଛନ୍ତି ଟଙ୍କଧର ବିଶୋୟୀ । କିନ୍ତୁ ଦିନେ ଯେଉଁ ମାଟି ପାଇଁ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିଥିଲେ ଆଜି କିନ୍ତୁ ସେହି ମାଟି ପାଇଁ ହାରି ଯାଇଛନ୍ତି ଟଙ୍କଧର । ଯୁଦ୍ଧରେ ସିନା ଭାରତକୁ ବିଜୟ କରିବାରେ ନିଜର ଶକ୍ତି ଜୁଟାଇଲେ ହେଲେ ଅବସର ପରେ ତାଙ୍କୁ ସରକାରଙ୍କ ତରଫରୁ ମିଳିଲାନି ସୁବିଧା ସୁଯୋଗ ।

Related story