ହିଂସା ଓ ବିଦ୍ରୋହ ଯୋଗୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି। ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରିପୋର୍ଟ ଅନୁସାରେ, ୭୬ ବର୍ଷୀୟ ହସିନା ଓ ତାଙ୍କ ଭଉଣୀ ମିଲିଟାରୀ ହେଲିକପ୍ଟରରେ ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାହୁଲ ଗାନ୍ଧିଙ୍କୁ ଏସ ଜୟଶଙ୍କରଙ୍କ କଟାକ୍ଷ, ଜୀବନ 'ଖଟା-ଖଟ' ନୁହେଁ
ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧିଙ୍କ 'ଖଟା-ଖଟ' ପ୍ରତିଶୃତିକୁ କଟାକ୍ଷ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।
International
ଓସାମା ବିନ ଲାଡେନର ପୁଅ ହମଜା ଜୀବିତ, ଆଫାଗନିସ୍ତାନରେ ସକ୍ରିୟ
ହମଜା ତା’ର ଭାଇ ଅବଦୁଲ୍ଲା ବିନ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ କାଏଦାର ନେଟୱର୍କ ବିସ୍ତାର କରିବାରେ ଲାଗିଛି।
Health
ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା WHOର ଗ୍ରୀନ୍ ସିଗନାଲ
ବିଶ୍ୱବ୍ୟାପୀ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ମଧ୍ୟରେ ଆସିଛି ଖୁସି ଖବର।
International
ପାକିସ୍ତାନ ପୁଲିସ ଓ ସେନା ମଧ୍ୟରେ ବିବାଦ, ୫ ଦିନ ହେବ ଆନ୍ଦୋଳନରେ ପୁଲିସକର୍ମୀ
ସେନା ଏବଂ ISI ବିରୁଦ୍ଧରେ ଅଭିଯୋଗ ଆଣି ପାକିସ୍ତାନର ଶହ ଶହ ପୁଲିସ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
International
ମୋଦିଙ୍କ ଶାସନରୁ ବେଙ୍ଗଲକୁ ମୁକ୍ତ କରିବା ପାଇଁ ମମତାଙ୍କୁ ଆହ୍ୱାନ ଦେଲା ଆତଙ୍କୀ ସଂଗଠନ
ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନରେ ଜଶିମୁଦ୍ଦିନ ଜେଲରୁ ଖଲାସ ହୋଇଥିଲା। ଏବେ ସେ ବେଙ୍ଗଲକୁ ମୋଦିଙ୍କ ଶାସନରୁ ମୁକ୍ତ କରିବା ସହ ଏହାର ସ୍ୱାଧୀନତା ଘୋଷଣା କରିବା ପାଇଁ ମମତା ବାନାର୍ଜୀଙ୍କୁ କହିଛି।