ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଗତ ମାସରୁ ନିଖୋଜ ଥିଲେ

କ୍ଲିଭଲାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ କରୁଥିଲେ ମହମ୍ମଦ।

Died Student's File Photo

ମୃତ ଛାତ୍ରଙ୍କ ଫାଇଲ୍ ଫଟୋ

Debibandita Barick
  • Published: Tuesday, 09 April 2024
  • Updated: 09 April 2024, 10:23 AM IST

Sports

Latest News

ଦିନକୁ ଦିନ ଆମେରିକାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି। ତିନି ଦିନ ତଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ତିନି ସପ୍ତାହ ହେବ ତାଙ୍କର କୌଣସି ଖବର ମିଳୁନଥିଲା, ଶେଷରେ ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି।

ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ଏନେଇ ସୂଚନା ଦେଇଛି। ସୂଚନା ମୁତାବକ, ଛାତ୍ର ଜଣକ ହେଉଛନ୍ତି ହାଇଦ୍ରାବାଦର ୨୫ ବର୍ଷୀୟ ମହମ୍ମଦ ଅବଦୁଲ ଅର୍ଫାଦ୍। ସେ ୨୦୨୩ରେ ଆମେରିକା ଯାଇଥିଲେ। ଓହିଓର କ୍ଲିଭଲାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ କରୁଥିଲେ ମହମ୍ମଦ। ଗତମାସ ହଠାତ୍ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ତାଙ୍କର କୌଣସି ଖୋଜ ଖବର ମିଳିନଥିଲା।

Also Read

ନିଖୋଜ ନେଇ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା। ସେମାନେ ଅବଦୁଲଙ୍କ ପରିବାର ସହ ଯୋଗାଯୋଗରେ ଥିବା କହିଥିଲେ। ଏଥିସହ ସ୍ଥାନୀୟ ପୁଲିସ ପ୍ରଶାସନ ସହ ମହମ୍ମଦଙ୍କ ସନ୍ଧାନ ପାଇଁ କାର୍ଯ୍ୟ କରୁଥିବା କହିଥିଲେ। ହେଲେ ତିନି ସପ୍ତାହ ପରେ ଆଜି ତାଙ୍କ ମୃତ୍ୟୁ ଘଟିଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ତେବେ ଆମେରିକାରେ ଏପରି ଘଟଣା ବାରମ୍ବାର ଘଟିଚାଲିଛି। ତିନି ଦିନ ତଳେ ଅର୍ଥାତ୍ ଏପ୍ରିଲ ୬ ତାରିଖରେ ମଧ୍ୟ କ୍ଲିଭଲାଣ୍ଡରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର କାରଣ ବି ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଏହାକୁ ମିଶାଇ ଚଳିତ ବର୍ଷ ମାତ୍ର ୩ ମାସ ମଧ୍ୟରେ ୧୧ ଜଣ ଛାତ୍ରଙ୍କ ଜୀବନ ଗଲାଣି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story