'ବିଜୁଙ୍କ ମୁହଁକୁ ଫାଇଲ୍ ଫିଙ୍ଗିଥିଲି'

ନରସିଂହ ବାବୁ କାହିଁକି ବିଜୁ ବାବୁଙ୍କ ମୁହଁକୁ ଫିଙ୍ଗିଥିଲେ ଫାଇଲ୍ ? ଫାଇଲ୍ ଫିଙ୍ଗିବା ପରେ ନରସିଂହଙ୍କୁ କେମିତି ଜବାବ ଦେଲେ ବିଜୁ ବାବୁ ?

Manoj Swain
  • Published: Friday, 06 October 2023
  • Updated: 06 October 2023, 10:21 AM IST

Sports

Latest News

ନରସିଂହ ବାବୁ କାହିଁକି ବିଜୁ ବାବୁଙ୍କ ମୁହଁକୁ ଫିଙ୍ଗିଥିଲେ ଫାଇଲ୍ ? ଫାଇଲ୍ ଫିଙ୍ଗିବା ପରେ ନରସିଂହଙ୍କୁ କେମିତି ଜବାବ ଦେଲେ ବିଜୁ ବାବୁ ? ଲୋକେ ଯଦି ବାଧ୍ୟ କରନ୍ତି, ତେବେ ନରସିଂହ ବାବୁ ନିର୍ବାଚନ ଲଢ଼ିବେ ନା ନାହିଁ ? କେଉଁ ଦଳରୁ ନିର୍ବାଚନ ଲଢ଼ିବେ ନରସିଂହ ମିଶ୍ରଙ୍କ ପୁଅ ? ଏ ନେଇ ଆମର ସ୍ବତନ୍ତ୍ର ଆଲୋଚନାରେ ମନଖୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos