ସଚିବଙ୍କ ସହ ଆଲୋଚନା ହେଲା । ପ୍ରତିଶ୍ରୁତି ମିଳିଲା । ଆଉ ଏଥର ଯଦି ଭଣ୍ଡେଇଦିଅନ୍ତି ସରକାର, ତେବେ ପୁରା ଦୋହଲେଇଦେବୁ । ବିଧାନସଭା ଅଚଳ କରିଦେବୁ । ଓଡିଶା ରିପୋର୍ଟରର ଖଟି ‘ ମଜଲିସ ’ ରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆଶାକର୍ମୀ । ଏହାସହ ସେମାନଙ୍କର ଦୁଃଖକୁ ବଖାଣିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।