Advertisment

ଅକ୍ଷୟ ଦେଉଛନ୍ତି ୪୨ ହଜାର ଘରଭଡ଼ା

ନୂଆ ଦଳ ଗଠନ କରିଛନ୍ତି ଚାଷୀ ନେତା ଅକ୍ଷୟ କୁମାର । ଆଶା ରଖିଛନ୍ତି ୧୪୭ରୁ ଜିତିବେ ୪୦ ଆସନ । ନୂଆ ଦଳ ଗଠନ ନେଇ କିଏ କରୁଛି ଫାଇନାନ୍ସ ?

author-image
Manoj Swain
ଅଦ୍ୟତନ ହୋଇଛି

ନୂଆ ଦଳ ଗଠନ କରିଛନ୍ତି ଚାଷୀ ନେତା ଅକ୍ଷୟ କୁମାର । ଆଶା ରଖିଛନ୍ତି ୧୪୭ରୁ ଜିତିବେ ୪୦ ଆସନ । ନୂଆ ଦଳ ଗଠନ ନେଇ କିଏ କରୁଛି ଫାଇନାନ୍ସ ? କେଉଁଠୁ ଆଣୁଛନ୍ତି ଟଙ୍କା ? ଏହା କୌଣସି ଦଳର B-TEAM ନୁହେଁ ତ ? କେମିତି ଦେଉଛନ୍ତି ସେ ୪୨ ହଜାର ଟଙ୍କା ଘର ଭଡ଼ା ?

Advertisment
Odisha Odisha Politics