\'ଆଜି ସିଏ, କାଲି ତୁମେ ବି ହୋଇପାର\' | Odisha Reporter
ଗଣମାଧ୍ୟମ ଉପରେ ସରକାରଙ୍କର ଆକ୍ରୋସ। ଗଣମାଧ୍ୟମ ସଂସ୍ଥା ଉପରେ ଇଓଡବ୍ଲ୍ୟୁର ଚଢାଉ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ। ଆଜି ଯେଉଁ ସଂସ୍ଥାମାନେ ଗୋଟିଏ ଗଣମାଧ୍ୟମ ସଂସ୍ଥା ଉପରେ ହେଉଥିବା ଚଢାଉକୁ ନେଇ ଖୁସି ଅନୁଭବ କରୁଛନ୍ତି କାଲି ସେମାନଙ୍କର ପାଳି ମଧ୍ୟ ଆସିପାରେ ବୋଲି କହିଛନ୍ତି ରାଜାରାମ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
