ମନ୍ତ୍ରୀ କିଏ ? ମନେ ପଡୁନି

ତମ ମନ୍ତ୍ରୀ କିଏ ? କେଉଁ ମନ୍ତ୍ରୀଙ୍କ ଅଧିନରେ ଅଛି ଶିକ୍ଷା ବିଭାଗ ? ପ୍ରଶ୍ନଟି ସହଜ ଲାଗୁଥିଲେ ବି ଏବେ ଲୋକଙ୍କ ପାଇଁ ଭାରି ଅଡୁଆ ହୋଇ ପଡିଛି । କାରଣ ରାଜ୍ୟବାସୀ ଭୁଲିଗଲେଣି କିଏ ତାଙ୍କ ମନ୍ତ୍ରୀ, କିଏ ତାଙ୍କ ଜନପ୍ରତିନିଧୀ।

Manoj Swain
  • Published: Thursday, 31 August 2023
  • Updated: 31 August 2023, 03:44 PM IST

Sports

Latest News

ତମ ମନ୍ତ୍ରୀ କିଏ ? କେଉଁ ମନ୍ତ୍ରୀଙ୍କ ଅଧିନରେ ଅଛି ଶିକ୍ଷା ବିଭାଗ ? ପ୍ରଶ୍ନଟି ସହଜ ଲାଗୁଥିଲେ ବି ଏବେ ଲୋକଙ୍କ ପାଇଁ ଭାରି ଅଡୁଆ ହୋଇ ପଡିଛି । କାରଣ ରାଜ୍ୟବାସୀ ଭୁଲିଗଲେଣି କିଏ ତାଙ୍କ ମନ୍ତ୍ରୀ, କିଏ ତାଙ୍କ ଜନପ୍ରତିନିଧୀ। ସବୁଠାରୁ ଆଶ୍ଟର୍ଯ୍ୟର କଥା, ଯେଉଁ ସଂଗଠନଗୁଡିକ ବିଭିନ୍ନ ଦାବୀ ନେଇ ଧାରଣାକୁ ଓହ୍ଲାଉଛନ୍ତି, ସେମାନଙ୍କୁ ବି ଜଣା ନାହିଁ, ତାଙ୍କ ବିଭାଗର ମନ୍ତ୍ରୀଙ୍କ ନାଁ କଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos