ଓଡ଼ିଶାରେ ଖାଲି ପଡ଼ିଛି ୨ ହଜାର ହାଇସ୍କୁଲ ଶିକ୍ଷକ ପଦ; ଜାଣନ୍ତୁ, କିପରି କରିବେ ଆବେଦନ

ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲରେ ଖାଲି ପଡ଼ିଛି ୨ ହଜାର ଶିକ୍ଷକ ପଦବୀ । ଏଥିନିମନ୍ତେ ଆବେଦନ ଆହ୍ୱାନ କରିଛି ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ।

Jobs

Representational Image

Niharika Rout
  • Published: Tuesday, 09 January 2024
  • Updated: 09 January 2024, 10:55 AM IST

ସମଗ୍ର ଓଡ଼ିଶାରେ ସମୁଦାୟ ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏଥିରେ TGT (Arts), TGT (PCM), TGT (CBZ), ହିନ୍ଦୀ  ସଂସ୍କୃତ, ଊର୍ଦ୍ଧ୍ୱୁ ଓ ପିଇଟି ଶିକ୍ଷକ ପଦବୀ ବି ସାମିଲ ଅଛି ।

ସମୁଦାୟ ପଦବୀ ସଂଖ୍ୟା -୨୦୬୪

TGT.ARTS -୯୧୨
TGT.PCM- ୨୦୨
TGT.CBZ- ୧୮୭
ହିନ୍ଦୀ ଶିକ୍ଷକ- ୧୯୪
ସଂସ୍କୃତ ଶିକ୍ଷକ- ୩୧୭
ଊର୍ଦ୍ଧ୍ୱୁ ଶିକ୍ଷକ -3
ପିଇଟି ଶିକ୍ଷକ- 249

ବୟସ ସୀମା

ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହ ଚଳିତ ବର୍ଷ ଜାନୁୟାରୀ ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୩୮ ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ଜନ୍ମ ତାରିଖ ୧୯୮୬ ମସିହା ଜାନୁୟାରୀ ୨ ତାରିଖରୁ ୨୦୦୩ ମସିହା ଜାନୁୟାରୀ ୧ ତାରିଖ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କଳା, ବାଣିଜ୍ୟ କିମ୍ବା ସଂସ୍କୃତରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ପରିକ୍ଷା ପ୍ରଣାଳୀ

ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ ।

କିପରି କରିବେ ଆବେଦନ

ଏଥିନିମନ୍ତେ ଇଚ୍ଛୁକ ପ୍ରାର୍ଥୀ www.ssbodisha.ac.in. ୱେବସାଇଟ୍‌ରେ ଆବେଦନ କରି ପାରିବେ।

କେବେଠୁ କରିବେ ଆବେଦନ

ଗତ ୮ ତାରିଖରୁ ଏହି ପଦ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମାସ ୭ ତାରିଖରେ ଆବେଦନର ଶେଷ ତାରିଖ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story