ଚାକିରି ସୁଇପର। ଦରମା ୧୫ ହଜାର ଟଙ୍କା । ଆବେଦନକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର। ଏମାନଙ୍କ ମଧ୍ୟରେ ରହିଛନ୍ତି ୬ ହଜାର ପୋଷ୍ଟ ଗ୍ରାଜୁଏଟ ଓ ୪୦ ହଜାର ଗ୍ରାଜୁଏଟ। ହରିଆଣା ସରକାରଙ୍କ ପକ୍ଷରୁ ବାହାରି ଥିବା ସୁଇପର ପଦବୀ ଲାଗି ଏତେ ସଂଖ୍ୟକ ଆଶାୟୀ ଆବେଦନ କରିଥିବା ସୂଚନା ମିଳିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ୱେଟର୍ ଚାକିରି ପାଇଁ କାନାଡାରେ ଧାଡ଼ି ଲଗାଇଛନ୍ତି ହଜାର ହଜାର ଭାରତୀୟ ଛାତ୍ର
ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
Jobs
୧୬ହଜାର ୯ଜଣ ସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ
‘କଂଚାମାଟିକୁ ନିଜ ହାତର ସ୍ପର୍ଶରେ କୁମ୍ଭାର ଯେମିତି ସୁନ୍ଦର କୃତ୍ତି ନିର୍ମାଣ କରିଥାଏ, ଠିକ୍ ସେହିପରି ଏକ ନିଷ୍ପାପ ଶିଶୁକୁ ଦାୟିତ୍ୱସମ୍ପନ୍ନ ତଥା ଜ୍ଞାନୀଗୁଣୀ ଭାବେ ଗଢ଼ିବାର ଗୁରୁଦାୟିତ୍ୱ ଆପଣମାନଙ୍କ କାନ୍ଧରେ ରହିଛି ।’
Jobs
ପୁଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି, ସର୍ବାଧିକ ବୟସସୀମା କୋହଳ ପ୍ରସଙ୍ଗରେ ହାଇକୋର୍ଟ ଦେଲେ ଏମିତି ରାୟ
ରାଜ୍ୟର ସମସ୍ତ ପୁଲିସ ବାଟାଲିୟନରେ ୧୩୨୦ଟି କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଥିରେ ଦର୍ଶଯାଇଥିବା ସର୍ବାଧିକ ବୟସସୀମାକୁ ନେଇ ବିବାଦ ଦେଖାଯାଇଛି।
Jobs
ବାହାରିଲା ବିଜ୍ଞପ୍ତି; ପୁଲିସ, ଅଗ୍ନିଶମ, ଅବକାରୀ ଓ ଜଙ୍ଗଲ ସେବାରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ
ଅଧିସୂଚନା ଅନୁସାରେ, ଓଡ଼ିଶାର ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।
Jobs
ପୁଲିସ ବିଭାଗରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୩ ଶହରୁ ଅଧିକ ପଦବୀ
ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଗଲାଣି ଆବେଦନ ପ୍ରକ୍ରିୟା।