ଦଶମ ପାସ୍‌ ପିଲାଙ୍କୁ ରେଳବାଇରେ ଚାକିରି ସୁଯୋଗ, ୧୬୪୬ ପଦବୀ ଖାଲି

ନର୍ଥ- ୱେଷ୍ଟର୍ଣ୍ଣ ରେଳବାଇର ବିଭିନ୍ନ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ ।

Railway

Representational Image

Niharika Rout
  • Published: Thursday, 11 January 2024
  • Updated: 11 January 2024, 12:41 PM IST

ରେଳବାଇରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏକାଥରେ ବାହାରିଛି ୧୬ଶହ ପୋଷ୍ଟ । ନର୍ଥ- ୱେଷ୍ଟର୍ଣ୍ଣ ରେଳବାଇର ବିଭିନ୍ନ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ । ମାଟ୍ରିକ ସମେତ ଆଇଟିଆଇ ଡିଗ୍ରୀଧାରୀ ଏଥିପାଇଁ ଆଜିଠୁ କରି ପାରିବେ ଆବେଦନ ।

ସମୁଦାୟ ଆପ୍ରେଣ୍ଟିସ୍‌ ପଦବୀ ସଂଖ୍ୟା-୧୬୪୬

ଆଜମେର ଡିଆରଏମ୍‌ ଅଫିସ-୪୦୨ ପଦବୀ

ବିକାନିର ଡିଆରଏମ୍‌ ଅଫିସ- ୪୨୪

ଜୟପୁର ଡିଆରଏମ୍‌ ଅଫିସ -୪୮୮

ଯୋଧପୁର ଡିଆରଏମ୍‌ ଅଫିସ - ୬୭ ପଦବୀ

ଆଜମେର ବି.ଟି.ସି. କ୍ୟାରେଜ-୧୧୩

ଆଜମେର ବି.ଟି.ସି. ଲୋକୋ- ୫୬

ବିକାନିର କ୍ୟାରେଜ ୱାର୍କସପ୍‌- ୨୯ ପଦ

ଯୋଧପୁର କ୍ୟାରେଜ ୱାର୍କସପ୍‌-୬୭

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ପ୍ରାର୍ଥୀ ସର୍ମନିମ୍ନ ୫୦% ମାର୍କ ସହ ମାଟ୍ରିକ ପାସ୍‌ କରିଥିବା ଉଚିତ। ଏଥିସହ ସେମାନେ ଯେକୌଣସି ଟ୍ରେଡରେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ ।

କିପରି କରିବେ ଆବେଦନ

ଇଚ୍ଛୁକ ପ୍ରାର୍ଥୀ ନର୍ଥ- ୱେଷ୍ଟର୍ଣ୍ଣ ରେଲୱେର ଅଫିସିଆଲ ୱେବସାଇଟ୍‌ rrcjaipur.in. ରେ ଆବେଦନ କରି ପାରିବେ ।

ବୟସ ସୀମା

ଏହି ପଦ ନିମନ୍ତେ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହ ଏହା ଚଳିତ ବର୍ଷ ଫେବୃୟାରୀ ୧୦ ତାରିଖ ସୁଦ୍ଧା ୨୪ ବର୍ଷ ଅତିକ୍ରମ ନ କରିଥିବା ଉଚିତ ।

ଆବେଦନ ଫି

ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଶହେ ଟଙ୍କା ଦେଇ ଅନଲାଇନ୍‌ରେ ନିଜ ନାମ ପଞ୍ଜୀକରଣ କରି ପାରିବେ। ଏହାବାଦ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମମାନଙ୍କ ନିମନ୍ତେ ଆବେଦନ ଫି ଛାଡ଼ କରାଯାଇଛି।

ପ୍ରାର୍ଥୀ ଚୟନ ତାଲିକା

ପ୍ରାର୍ଥୀମାନଙ୍କ ମେରିଟ୍‌ ଲିଷ୍ଟ ଆଧାରରେ ସେମାନଙ୍କୁ ନିଯୁକ୍ତି ମିଳିବ । ସେମାନେ ମାଟ୍ରିକ ଓ ଆଇଟିଆଇରେ ରଖିଥିବା ମାର୍କ ହିସାବରେ ସେମାନଙ୍କୁ ଚୟନ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story