ବିଜେଡି ପାଣ୍ଠି ଯୋଗାଡ଼ ପାଇଁ ବିକ୍ରି ହୋଇଛି ସରକାରୀ ଚାକିରି । ଏମିତି କିଛି ସଂଗୀନ ଅଭିଯ଼ୋଗ କରି OSSSC କାର୍ଯ଼୍ୟାଳୟ ସମ୍ମୁଖରେ ଚାକିରିରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀ ବିକ୍ଷୋଭ ପଦର୍ଶନ କରିଛନ୍ତି। OSSSC ଦ୍ବାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ପୁଲିସ ବିଭାଗରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୩ ଶହରୁ ଅଧିକ ପଦବୀ
ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଗଲାଣି ଆବେଦନ ପ୍ରକ୍ରିୟା।
Jobs
ରେଲୱେ ଚାକିରି ପାଇଁ ଚାଲିଛି ଆବେଦନ, ଦଶମ ପାସ୍ କରିଥିଲେ ନେଇପାରିବେ ସୁଯୋଗ
ଅଫିସିଆଲ୍ ୱେବ୍ସାଇଟ୍ actappt.rrcrail.in ମାଧ୍ୟମରେ ଆବେଦନ କରିପାରିବେ।
Jobs
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ
ନିଯୁକ୍ତିପତ୍ର ପାଇଲେ ହେଲେ ଚାକିରିରେ ଯୋଗ ଦେଇପାରୁନାହାନ୍ତି ଶହ ଶହ ଚାକିରି ଆଶାୟୀ ।
Jobs
୪୭୬ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଗ୍ରୁପ-ଏ ବର୍ଗର ୯୮ ଜଣ ଅଧିକାରୀ, ଗ୍ରୁପ-ବି ବର୍ଗର ୧୩୦ ଜଣ ଅଧିକାରୀ ଏବଂ ଗ୍ରୁପ-ସି ବର୍ଗର ୨୪୮ ଜଣ କର୍ମଚାରୀ ଅଛନ୍ତି।
Jobs
ଦଶମ ପାସ୍ କରିଥିଲେ ରେଲୱେ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଏହି ନିଯୁକ୍ତି ମାଧ୍ୟମରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।