ବିଜେଡି ପାଣ୍ଠି ଯୋଗାଡ଼ ପାଇଁ ବିକ୍ରି ହୋଇଛି ସରକାରୀ ଚାକିରି । ଏମିତି କିଛି ସଂଗୀନ ଅଭିଯ଼ୋଗ କରି OSSSC କାର୍ଯ଼୍ୟାଳୟ ସମ୍ମୁଖରେ ଚାକିରିରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀ ବିକ୍ଷୋଭ ପଦର୍ଶନ କରିଛନ୍ତି। OSSSC ଦ୍ବାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Jobs
ଏଣିକି ୪୨ ବର୍ଷ ବୟସରେ ବି ସରକାରୀ ଚାକିରିରେ ଭର୍ତ୍ତି ହେଇପାରିବେ
ରାଜ୍ୟ କ୍ୟାବିନେଟ୍ କେବଳ ୟୁନିଫର୍ମ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସେବାରେ ଚାକିରିର ସର୍ବୋଚ୍ଚ ବୟସୀମାକୁ ୩୨ରୁ ୪୨ବର୍ଷକୁ ବୃଦ୍ଧି କରିଛନ୍ତି। ଏହାସହିତ ଦୀର୍ଘ ୩ ବର୍ଷ ପୂର୍ବରୁ ପାରାଦୀପର ଜଟାଧାର ମୁହାଣରେ କ୍ୟାପଟିଭ ଜେଟି ନିର୍ମାଣ ନିମେନ୍ତ ଜେଏସଡବ୍ଲ୍ୟୁ ଷ୍ଟିଲ ସହ ହୋଇଥିବା ଏମଓୟୁ ଓ ନିଜସ୍ୱ ଏଆଇ ନୀତିକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି।

Jobs
ଓଏଏସ ବଦଳି: ଅନୁଜ ଦାସପଟ୍ଟନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପିଏମ୍ ପୋଷଣ(ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ)ର ରାଜ୍ୟ ନୋଡାଲ ଅଫିସର ଭାବେ କାର୍ଯ୍ୟରତ ଓଏଏସ୍ ଅନୁଜ କୁମାର ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

Jobs
ଓଡ଼ିଶା ଲୋକସେବା ଆୟୋଗ ଓ ଷ୍ଟାଫ ସିଲେକ୍ସନ କମିଶନରେ ୨ଜଣ ଲେଖାଁଏ ନୂଆ ସଦସ୍ୟଙ୍କୁ ନିଯୁକ୍ତି
ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ନୂଆ ସଦସ୍ୟମାନଙ୍କ ନିଯୁକ୍ତିକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।

Jobs
ପୁଲିସ୍ ଏସ୍ଆଇ ପରୀକ୍ଷା ପାଇଁ ତାରିଖ ଘୋଷଣା
ମାର୍ଚ୍ଚ ୧ ତାରିଖରୁ ଆଶାୟୀମାନେ ଡାଉନଲୋଡ୍ କରିପାରିବେ ଆଡ୍ମିଟ୍ କାର୍ଡ।

Jobs
ପ୍ରକାଶ ପାଇଲା ୨୦୨୩-OCS ପ୍ରିଲିମ ରେଜଲ୍ଟ
ଓପିଏସ୍ସିର ୱେବସାଇଟ୍ http://opsc.gov.in ରେ ଓସିଏସ୍ (ପ୍ରିଲିମ) ପରୀକ୍ଷା-୨୦୨୩ର ରେଜଲ୍ଟ ଉପଲବ୍ଧ ଅଛି।