ତାରିଖ ପରେ ତାରିଖ ଘୁଞ୍ଚୁଛି, କେବେ ପରୀକ୍ଷା କରିବ OSSSC ? ଏ ଚିତ୍ର ଗତ ଶୁକ୍ରବାରର। ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ANM ପରୀକ୍ଷାର୍ଥୀଙ୍କ ପ୍ରତିବାଦ। ଗତ ଡିସେମ୍ବର ମାସରେ RI, ARI, ICDS ସୁପରଭାଇଜର ଓ ଅମିନ ପଦବି ପାଇଁ OSSSC ପକ୍ଷରୁ ବିଜ୍ଞାପନ ବାହାରିଥିଲା। ହେଲେ ଏହା ଭିତରେ ୭ ଥର ବଦଳିଲାନି ପରୀକ୍ଷା ତାରିଖ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ
ନିଯୁକ୍ତିପତ୍ର ପାଇଲେ ହେଲେ ଚାକିରିରେ ଯୋଗ ଦେଇପାରୁନାହାନ୍ତି ଶହ ଶହ ଚାକିରି ଆଶାୟୀ ।
Jobs
୪୭୬ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଗ୍ରୁପ-ଏ ବର୍ଗର ୯୮ ଜଣ ଅଧିକାରୀ, ଗ୍ରୁପ-ବି ବର୍ଗର ୧୩୦ ଜଣ ଅଧିକାରୀ ଏବଂ ଗ୍ରୁପ-ସି ବର୍ଗର ୨୪୮ ଜଣ କର୍ମଚାରୀ ଅଛନ୍ତି।
Jobs
ଦଶମ ପାସ୍ କରିଥିଲେ ରେଲୱେ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଏହି ନିଯୁକ୍ତି ମାଧ୍ୟମରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।
Jobs
ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ: ବିଜେଡି ସରକାରଙ୍କ ନିଷ୍ପତ୍ତି ରଦ୍ଦ, କଡ଼ା ଆଭିମୁଖ୍ୟ ଦେଖାଇଲେ ମୋହନ
ଯଦି କୌଣସି ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଜରୁରୀ ହୁଏ ତା’ହେଲେ ଖୋଲା ବିଜ୍ଞାପନ କିମ୍ବା ସରକାରଙ୍କ ଦ୍ୱାରା ସ୍ଥିର କରାଯାଉଥିବା ପଦ୍ଧତି ଦ୍ୱାରା ବ୍ୟକ୍ତି ଚୟନ କରାଯିବ ।
Jobs
ମନଇଚ୍ଛା ପୁନଃ ନିଯୁକ୍ତି ହଟିଲା, ନୂଆ ଗାଇଡଲାଇନ୍ ଆଣିଲେ ସରକାର
ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ। ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ।