Advertisment

ସ୍ୱଚ୍ଛ ହେବ କି ନିଯୁକ୍ତି ପରୀକ୍ଷା?

ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି କଲେ ୩ରୁ ୫ ବର୍ଷ ଜେଲ ଦଣ୍ଡ ମିଳିବ।

author-image
Jitendra Garnayak

କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ଆଣିଲେ କଡ଼ା ଆଇନ। ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି କଲେ ୩ରୁ ୫ ବର୍ଷ ଜେଲ ଦଣ୍ଡ ମିଳିବ। ସର୍ଭିସ ପ୍ରୋଭାଇଡରଙ୍କୁ ବି ଜେଲ ସହ ହେବ ୧ କୋଟି ଜୋରିମାନା। 

Advertisment