ରାତିରେ କ୍ଷୀର ପିଉଥିଲେ ସାବଧାନ, ହୋଇପାରେ ମାରାତ୍ମକ

ସୁସ୍ଥ ରହିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଜରୁରୀ। କ୍ଷୀରରେ କ୍ୟାଲସିୟମ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ହାଡ ଏବଂ ଦାନ୍ତକୁ ଶକ୍ତ କରିଥାଏ। ଅନେକ ଲୋକେ ରାତିରେ କ୍ଷୀର ପିଇବା ପାଇଁ ଭଲ ପାଆନ୍ତି। ଅଧିକାଂଶ ଲୋକେ ରାତିରେ କ୍ଷୀର ପିଇବା ଭଲ ବୋଲି କହୁଥିବା ଆପଣମାନେ ଶୁଣିଥିବେ ମଧ୍ୟ। ଆପଣ ବି ଯଦି ରାତିରେ କ୍ଷୀର ପିଇବା ଭଳି ଭୁଲ୍‌ କରୁଛନ୍ତି ତେବେ ସାବଧାନ। ଏହା ମାରାତ୍ମକ ହୋଇପାରେ। ରାତିରେ […]

Drinking Milk

Drinking Milk

Madhupriya Mistry
  • Published: Thursday, 29 September 2022
  • Updated: 29 September 2022, 05:36 PM IST

ସୁସ୍ଥ ରହିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଜରୁରୀ। କ୍ଷୀରରେ କ୍ୟାଲସିୟମ ସମେତ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ହାଡ ଏବଂ ଦାନ୍ତକୁ ଶକ୍ତ କରିଥାଏ। ଅନେକ ଲୋକେ ରାତିରେ କ୍ଷୀର ପିଇବା ପାଇଁ ଭଲ ପାଆନ୍ତି। ଅଧିକାଂଶ ଲୋକେ ରାତିରେ କ୍ଷୀର ପିଇବା ଭଲ ବୋଲି କହୁଥିବା ଆପଣମାନେ ଶୁଣିଥିବେ ମଧ୍ୟ। ଆପଣ ବି ଯଦି ରାତିରେ କ୍ଷୀର ପିଇବା ଭଳି ଭୁଲ୍‌ କରୁଛନ୍ତି ତେବେ ସାବଧାନ। ଏହା ମାରାତ୍ମକ ହୋଇପାରେ। ରାତିରେ କ୍ଷୀର ପିଇବା ଦ୍ୱାରା ଆମକୁ ଅନେକ କ୍ଷତି ସହିବାକୁ ପଡିପାରେ।

  • ଯେଉଁମାନଙ୍କ ଚର୍ମ ତଥା ବ୍ରଣ ଜନିତ ସମସ୍ୟା ରହିଛି, ସେହିମାନଙ୍କୁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ୍ ନୁହେଁ। ରିପୋର୍ଟରୁ ଜଣାପଡିଛି ଯେ ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଅଧିକାଂଶ ଯୁବପିଢ଼ିଙ୍କ ମୁହଁରେ ବ୍ରଣ ସମସ୍ୟା ସୃଷ୍ଟି କରିପାରେ। ଦୁଗ୍ଧଜାତ ଦ୍ରବ୍ୟ ଏଗ୍‌ଜିମାକୁ ବିଗାଡିପାରେ ବୋଲି ଅନେକ ଗବେଷଣାରୁ ଜଣାପଡିଛି।
  • ଯେଉଁମାନଙ୍କର କୌଣସି ପ୍ରକାରର ଆଲର୍ଜି ସମସ୍ୟା ଥାଏ, ସେମାନେ କ୍ଷୀର କିମ୍ବା ଦୁଗ୍ଧଜାତ ଦ୍ରବ୍ୟ କମ୍ ଖାଇବା ଉଚିତ୍ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। ଆଲର୍ଜି ସମସ୍ୟା ଥିବା ଲୋକେ ରାତିରେ ଆଦୌ କ୍ଷୀର ପିଇବା ଉଚିତ୍ ନୁହେଁ। ବଶେଷକରି କ୍ଷୀର ଚର୍ମ କିମ୍ବା ଅନ୍ୟାନ୍ୟ ଅଙ୍ଗରେ ଥିବା ଆଲର୍ଜି ସମସ୍ୟାକୁ ଆହୁରି ବଢ଼ାଇଥାଏ ବୋଲି ବିଶ୍ୱାସ ରହିଛି।
  • ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗିଲେ ହଳଦୀ ମିଶା କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହା ହାଡ ଫ୍ୟାକଚର୍‌ର କାରଣ ମଧ୍ୟ ହୋଇପାରେ। ଏଥିରେ ଡି-ଗ୍ୟାଲେକ୍ଟୋଜ୍ ନାମକ ଏକ ମିଠା ଜାତୀୟ ଦ୍ରବ୍ୟ ଥାଏ। ଯଦି ଏହାକୁ ଅଧିକ ମାତ୍ରାରେ ସେବନ କରାଯାଏ ତେବେ ଏହା ଲାଭ ପରିବର୍ତ୍ତେ ହାଡକୁ କ୍ଷତି ପହଞ୍ଚାଏ ବୋଲି ଭିବିନ୍ନ ବିଶେଷଜ୍ଞମାନେ ମତ ଦେଇଛନ୍ତି।
  • କ୍ୟାନସର ଆଶଙ୍କା ବଢ଼ାଇଥାଏ କ୍ଷୀର ତଥା ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟ। କୁହାଯାଏ ଯେ କ୍ଷୀରରେ ଥିବା କ୍ୟାଲସିୟମ୍ ଏହି ପ୍ରକାର ପ୍ରୋଷ୍ଟେଟ୍‌ କ୍ୟାନସର୍‌ ରୋଗକୁ ପ୍ରୋତ୍ସାହିତ କରିଥାଏ। କ୍ଷୀରକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଓଭାରି କ୍ୟାନସର୍‌ ହେବା ମଧ୍ୟ ଆଶଙ୍କା ରହିଥାଏ। ତେଣୁ ଏହାକୁ କମ୍‌ ମାତ୍ରାରେ ପିଇବା ଉଚିତ ଓ କ୍ୟାନ୍‌ସର ରୋଗୀ ଏହାଠାରୁ ଦୂରେଇ ରହିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story