‘ଛାଡଖାଇରେ କଙ୍କଡା ଗୋଟାକୁ 18 ଶହ’ | Odisha Reporter
ରାଜଧାନୀ ଭୁବନେଶ୍ବରରେ ଜମୁଛି ଛାଡ଼ଖାଇ। ରାଜଧାନୀବାସୀ ଆଜି ପାଳୁଛନ୍ତି ଛାଡ଼ଖାଇ। ସକାଳୁ ସକାଳୁ ମାଛ, ମଟନ୍ ଓ ଚିକେନ୍ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି। ସେହିଭଳି ଆମିଷ ବଜାରରେ ଦେଖିବାକୁ ମିଳିଛି ସ୍ପେସିଆଲ କଙ୍କଡା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
