ମାଂସ ଓ ମାଛ ଦୋକାନରେ ସିଏମସିର ଚଢ଼ାଉ

  • Published: Friday, 15 December 2023
  • , Updated: 15 December 2023, 12:34 PM IST

କଟକ: ରାସ୍ତାକଡ଼ ମାଛ ଓ ମାଂସ ଦୋକାନରେ ସିଏମସିର ଚଢ଼ାଉ। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ। ସିଏମସି ଡେପୁଟି କମିଶନରଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ।

Related story